Latest Odisha News

BREAKING NEWS

ସରକାରୀ ବାସଭବନ ଛାଡୁନାହାଁନ୍ତି ୧୪ ପୂର୍ବତନ ବିଧାୟକ

ଭୁବନେଶ୍ୱର: ସରକାରୀ ବାସଭବନ ଛାଡୁନାହାଁନ୍ତି ପୂର୍ବତନ ବିଧାୟକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଓଡିଶା ବିଧାନସଭାରେ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ୧୪ ଜଣ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସ ଦଖଲ କରି ରଖିଛନ୍ତି। ବିଧାୟକ ମାନସ କୁମାର ଦତ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ…

ହେବ କି ତୃତୀୟ ବିଶ୍ବଯୁଦ୍ଧ !

ନୂଆଦିଲ୍ଲୀ: ଚାଲିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ମଧ୍ୟପ୍ରାଚ୍ୟ ପାଲଟିଲାଣି ଓ୍ବାର ଜୋନ୍ । ତାଇଓ୍ବାନ୍ କବଜା ଲକ୍ଷ୍ୟରେ ଚୀନ୍ । ଋଷ ସହଯୋଗରେ ଦକ୍ଷିଣ କୋରିଆ ବିପକ୍ଷରେ ଯୁଦ୍ଧ ପ୍ରସ୍ତୁତି କଲାଣି ଉତ୍ତର କୋରିଆ । ୟୁକ୍ରେନ୍, ଗାଜା, ଲେବାନନ, ସିରିଆ ସବୁଠି ଯୁଦ୍ଧର ଘନଘଟାରେ ଅସ୍ତବ୍ୟସ୍ତ…

କେଉଁ ଦେଶରେ ସର୍ବାଧିକ ଲୁଣ ଉତ୍ପାଦନ ହୁଏ, ଜାଣନ୍ତୁ ଭାରତର ସ୍ଥାନ କେତେ…

ଲୁଣ ଆମ ଜୀବନର ଏକ ବିଶେଷ ଅଂଶ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ବରଂ ଆମ ଶରୀର ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ସର୍ବାଧିକ ଲୁଣ କେଉଁଠାରେ ଉତ୍ପନ୍ନ ହୁଏ? ଆସନ୍ତୁ ଜାଣିବା ସେହି ଦେଶଗୁଡିକ ଯାହା ଲୁଣର ପ୍ରମୁଖ ଉତ୍ପାଦକ ଏବଂ ଏହି ତାଲିକାରେ ଭାରତ…

ରାହୁଲଙ୍କ ଉପରୁ ତୁଟୁଛି ଭରସା !

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟରେ ଅଲ୍ ଇଜ ନଟ୍ ଓ୍ବେଲ୍ । ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ ରାହୁଲ ଗାନ୍ଧୀଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ସଂସଦରେ ହେଉ କି ସଂସଦ ବାହାରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କ ମଧ୍ୟରେ ମତଭେଦ ସ୍ପଷ୍ଟ ଦେଖାଯାଉଛି। ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ…

ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

ବାରିପଦା: ଶିମିଳିପାଳର ବାଘୁଣୀ ‘ଜିନ୍ନତ’ ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି। ବାଘୁଣୀ ଜିନ୍ନତ ଝଡଖଣ୍ଡରେ ବୁଲୁଥିବା ନେଇ ସୂଚନା ଦେଇଛନ୍ତି ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି। ଗତ ନଭେମ୍ବରରେ ମହାରାଷ୍ଟ୍ର ତଡ଼ବାରୁ ବାଘୁଣୀ ‘ଜିନତ’କୁ ଶିମିଳିପାଳ ଅଣାଯାଇଥିଲା। ଝାରଖଣ୍ଡ ଯାଇ ଏକ…

‘୫ ବର୍ଷରେ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି ୫୯ ହଜାରରୁ ଅଧିକ ଲୋକ’

ଭୁବନେଶ୍ବର: ଅନଲାଇନ ଟ୍ରେଡିଂ ବର୍ତ୍ତମାନ ସମୟରେ ଠକେଇର ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଗତ ୫ ବର୍ଷ ମଧ୍ୟରେ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି ୫୯ ହଜାର ୪୩୭ ଲୋକ । ଆଜି ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ୫ ବର୍ଷ ଭିତରେ କେତେ ଯୁବପିଢି…

ପରୀକ୍ଷା ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା, ୭ ମୃତ

ଗାନ୍ଧିନଗର: ଗୁଜୁରାଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପରୀକ୍ଷା ଦେବାକୁ ଯାଉଥିବା ସମୟରେ ଚାଲିଯାଇଛି ୭ ପରିକ୍ଷାର୍ଥୀଙ୍କ ଜୀବନ। ଦୁଇ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଏକା ସଙ୍ଗେ ୫ ଛାତ୍ରଙ୍କ ସମେତ ଅନ୍ୟ ଗାଡିରେ ଥିବା ୨ ଜଣଙ୍କ ଜୀବନ ଯାଇଛି। ଏଭଳି ମର୍ମନ୍ତୁଦ ସଡ଼କ…

ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ: ମନ୍ତ୍ରୀ

ଭୁବନେଶ୍ବର: ଓଡିଶାର ୩୦ଟି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ । ଖୁବ ଶୀଘ୍ର ଡାକ୍ତର ପଦବୀ ପୂରଣ କରାଯିବ । ୫ ହଜାର ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାରିବ । ଏହା ସହିତ ୩ ହଜାର ପାରା ମେଡିକାଲ ଷ୍ଟାଫ ପଦବୀ ମଧ୍ୟ ପୂରଣ କରାଯିବ ବୋଲି ଆଜି ବିଧାନସଭାରେ କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ…

ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲା; ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ଦୀର୍ଘ ୧୪ ବର୍ଷ ପରେ ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଆସିଲା ରାୟ । ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ । ଉକ୍ତ ଅଭିଯୁକ୍ତମାନେ ହେଲେ କାଳିଆ ସେଠୀ, ପି.କୃଷ୍ଣଚନ୍ଦ୍ର ପାତ୍ର,…

ଭାରତର ଏହି ସ୍ଥାନରେ ହୁଏ ସର୍ବାଧିକ ଆଳୁ ଉତ୍ପାଦନ: କେଉଁ ରାଜ୍ୟ ରହିଛି ଶୀର୍ଷରେ ?

ପ୍ରତ୍ୟେକ ଭାରତୀୟଙ୍କ ପ୍ରିୟ ତରକାରୀ ମଧ୍ୟରୁ ଆଳୁ ଅନ୍ୟତମ। ଆପଣ ନିଶ୍ଚିତ ଭାବରେ ଆଳୁ ଏବଂ ଆଳୁ ତିଆରି ଖାଦ୍ୟ ଖାଉଥିବେ। ପାଟିକୁ ଯେପରି ସୁଆଦିଆ ପେଟ ମଧ୍ୟ ପୁରି ଯାଏ ଆଳୁର ଯେକୌଣି ରେସିପି। ଭାରତୀୟ ଲୋକମାନେ ଆଳୁକୁ ବହୁତ ପସନ୍ଦ କରନ୍ତି। ଏହା ବ୍ୟତୀତ ଭାରତରେ ଆଳୁର ବିପୁଳ ଉତ୍ପାଦନ…