ସୁଜିତ କୁମାର ବିଜେପି ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ୱର: ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଉପନିର୍ବାଚନ ପାଇଁ ସୁଜିତ କୁମାରଙ୍କ ନାଁ ଘୋଷଣା ହୋଇଛି। ବିଜେପି କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ଆଜି ନାମାଙ୍କନ ଭରିପାରନ୍ତି ସୁଜିତ କୁମାର। ଏଥିପୂର୍ବରୁ ସେ ପାର୍ଟି ଅଫିସରେ ରାଜ୍ୟ…