ଦୁନିଆରେ ମୂର୍ଖ ଏବଂ ମନ୍ଦବୁଦ୍ଧି ଲୋକଙ୍କର ଅଭାବ ନାହିଁ: ବିଗ୍ ବି
ମୁମ୍ବାଇ: ପୁଅ ଅଭିଷେକ ବଚ୍ଚନ ଏବଂ ବୋହୁ ଐଶର୍ଯ୍ୟା ରାୟଙ୍କ ଭିତରେ ଛାଡପତ୍ର ଗୁଜବ ମଧ୍ୟରେ ପୁଣି ଏକ ପୋଷ୍ଟ କରି ଏ ଦୁନିଆ ମୂର୍ଖ ଏବଂ ମନ୍ଦବୁଦ୍ଧି ଲୋକଙ୍କ ଦ୍ୱାରା ଭରା ବୋଲି ଏକ ପୋଷ୍ଟରେ କହିଛନ୍ତି ଭେଟେରାନ ଫିଲ୍ମ ଇଣ୍ଡଷ୍ଟ୍ରି ଅଭିନେତା ଅମିତାଭ ବଚ୍ଚନ l ତାଙ୍କର ଏକ ବ୍ଲଗରେ ସେ ଏହା…