Latest Odisha News

BREAKING NEWS

ଚୂନ ପାଉଡର ଟ୍ରକ୍‌ ଟାଙ୍କି ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ଚୂନ ପାଉଡର ଟ୍ରକ୍‌ ଟାଙ୍କି ଭିତରୁ ଏକ ମୃତଦେହ ଠାବ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ଭାଲୁବସା ପେଟ୍ରୋଲ ଟାଙ୍କି ସମ୍ମୁଖ ନୋ ଏଣ୍ଟ୍ରି ଜୋନରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିଆର-୨୪…

ସିବିଆଇ ରେଡ୍ ଘଟଣାରେ ଗିରଫ ୩ ଜଣ ରିମାଣ୍ଡରେ ଗଲେ

ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ଏକ ବିଳାସପୂର୍ଣ୍ଣ ଗାଡିରୁ ନଗଦ ଟଙ୍କା ଜବତ ଘଟଣାରେ ସିବିଆଇ ଆଜି ୩  ଜଣଙ୍କୁ ଗିରଫ କରିଛି। ଓଡି-୦୫-ବିଭି-୯୯୯୯ ନମ୍ବର ବିଶିଷ୍ଟ ଏକ ମର୍ସିଡିଜ୍ ଗାଡିରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଜବତ କରିଥିଲେ ସିବିଆଇ ଅଧିକାରୀ। ଟଙ୍କା ଜବତ ପରେ ପଚରାଉଚରା ପାଇଁ କାରରେ…

ୱାର୍ଲ୍ଡ ଚେସ ଚାମ୍ପିୟନଶିପ: ଡିଙ୍ଗ ଲିରେନଙ୍କୁ ହରାଇଲେ ଗୁକେଶ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ଚେସ ତାରକା ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଚଳିତ ସିଙ୍ଗାପୁରରେ ଚାଲିଥିବା ୱାର୍ଲ୍ଡ ଚେସ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ୧୧ତମ ଗେମରେ ସେ ଚାମ୍ପିୟନ ଡିଙ୍ଗ ଲିରେନଙ୍କୁ ମାତ ଦେଇଛନ୍ତି । ୨୯ତମ ମୁଭରେ ଗୁକେଶ ତାଙ୍କୁ ପରାଜିତ କରିଥିଲେ ।…

ସଚିନଙ୍କୁ ମିଳିଲା ସିନ୍ଧୁଙ୍କ ବିବାହ ନିମନ୍ତ୍ରଣ ପତ୍ର, ଦେଖନ୍ତୁ କାର୍ଡର ଫାଷ୍ଟ ଲୁକ୍

ନୂଆଦିଲ୍ଲୀ:ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସିନ୍ଧୁ ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ହାଇଦ୍ରାବାଦର ଆଇଟି ପ୍ରଫେସନାଲ୍ ଭେଙ୍କଟ ଦତ୍ତା ସାଇଙ୍କ ସହ ବିବାହ କରିବେ । ତେବେ ସିନ୍ଧୁ ନିଜ ବାହାଘରକୁ ନିମନ୍ତ୍ରଣ କରିବାକୁ…

ମାଡ଼ି ଆସୁଛି ଜାଡ, ଶୀତରେ ଥରିବ ରାଜଧାନୀ

ନୂଆଦିଲ୍ଲୀ: ଏବେ ରାଜଧାନୀ ଦିଲ୍ଲୀର ସ୍ଥିତି ଆଶାତୀତ ଭାବେ ଭଲ ରହିଛି। ଧିରେ ଧିରେ ପ୍ରଦୂଷଣର ମାତ୍ର କମିଥିବା ବେଳେ ଏବେ ତାପମାତ୍ରା କମିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି। ତାପମାତ୍ରା ପାରଦ ୩ ରୁ ୪ ଡିଗ୍ରୀକୁ ଖସିବା ସହ ପ୍ରବଳ ଶୀତ ଅନୁଭୂତ ହେବ। ଆସନ୍ତା ୧୦…

୫ ନକଲି ମାଓବାଦୀ ଗିରଫ, ବନ୍ଧୁକ ଜବତ

ଚିତ୍ରକୋଣ୍ଡା: ନକ୍ସଲ ନାଁ ରେ ଧମକ ଦେଇ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ୩ ଜଣ ଓ ମାଲକାନଗିରି ପଦ୍ମଗିରି ଅଞ୍ଚଳର ୨ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକମାନେ ହେଲେ ମନ ପାଙ୍ଗୀ, ଏମ ନାରାୟଣ, ଜଗୁ ହ୍ୱନ୍ତାଳ, ବିନୋଦ ଜେନା ଓ ଉମାକାନ୍ତ ମାଧଭି।…

ବିଟରୁଟ୍ ଫେସ୍ ପ୍ୟାକ୍: ଚେହେରାରେ ଆସିବ ଗୋଲାପୀ ଚମକ

ଭୁବନେଶ୍ବର: ମହିଳାମାନେ ସୁନ୍ଦର ଏବଂ ଉଜ୍ଜ୍ଵଳ ତ୍ବଚା ପାଇଁ ବିୟୁଟିପାର୍ଲର ଯାଆନ୍ତି, କିନ୍ତୁ ଏହା ଲାଭ ଅପେକ୍ଷା ଅଧିକ କ୍ଷତି କରିଥାଏ । କାରଣ ଏଥିରେ ଅନେକ ଉତ୍ପାଦ ଅଛି ଯାହା ରାସାୟନିକ ପଦାର୍ଥରୁ ତିଆରି, ଯାହା କିଛି ସମୟ ପାଇଁ ଚେହେରାରେ ଚମକ ଆଣିଥାଏ ସତ କିନ୍ତୁ ପରେ ଏହାର ଫଳାଫଳ…

ଆସିଲା ୱାସିଂ ମେସିନ୍: ମଣିଷକୁ ଧୋଇ ଶୁଖେଇବ ୧୫ ମିନିଟରେ

ନୂଆଦିଲ୍ଲୀ: ଏଣିକି ଗାଧୋଇବାକୁ ଲୋକଙ୍କୁ ଆଉ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ପାଣି ମାର, ସାବୁନ ଦ୍ବାରା ଶରୀରକୁ ସଫା କର ଇତ୍ୟାଦି ଇତ୍ୟାଦି ପ୍ରୋସେସରୁ ଏବେ ମୁକ୍ତି ମିଳିବ। ସିଧା ମେସିନ୍ ଭିତରକୁ ପଶିବ ଆଉ ବାହାରିବ, ଗାଧୁଆ ଶେଷ। ଏମିତି କିଛି ନୂଆ ମେସିନର ଆବିଷ୍କାର କରିଛନ୍ତି…

ଜାତୀୟ ଜୁନିୟର ଆଥଲେଟିକ୍ସ: ଓଡିଶାର ଦଣ୍ଡପତି ଜୟରାମଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଦଣ୍ଡପତି ଜୟରାମ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ୨୦ ବର୍ଷରୁ କମ ୧୦୦ ମିଟରରେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦.୫ ସେକେଣ୍ଡ ସମୟ…

ଗଣଦୁଷ୍କର୍ମ ପରେ ବୃଦ୍ଧାଙ୍କୁ ହତ୍ୟା, ୨ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ମାଲକାନଗିରି: ମରିଯାଇଛି ମାନବିକତା। ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟା ପରେ ସମସ୍ତ ପ୍ରମାଣକୁ ନିଆଁ ଲଗାଇ ପୋଡି ଦେଇଥିଲେ ଦୁଷ୍କର୍ମକାରୀ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପାଉଁଶ ଭିତରୁ ପ୍ରମାଣ ବାହାର କରି ହତ୍ୟାକାରୀକୁ କାବୁ କରିଛି…