ବିଶିଷ୍ଟ ଶିକ୍ଷାବିତ୍ ଓ ସ୍ତମ୍ଭକାର ଡକ୍ଟର ପାବକ କାନୁନଗୋଙ୍କ ପରଲୋକ
କଟକ: ପଦ୍ମଶ୍ରୀ ବିନୋଦ କାନୁନ୍ଗୋଙ୍କ ଜ୍ୟେଷ୍ଠପୁତ୍ର ବିଶିଷ୍ଟ ଶିକ୍ଷାବିତ୍ ଓ ସ୍ତମ୍ଭକାର ଡକ୍ଟର ପାବକ କାନୁନ୍ଗୋ (୭୮)ଙ୍କର ବୁଧବାର ରାତିରେ ମର୍କତନଗର (ସିଡିଏ)ସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଖ୍ରୀଷ୍ଟ କଲେଜ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ମୁଖ୍ୟ…