Latest Odisha News

BREAKING NEWS

ନେପାଳର ନୋଟ୍ ଛାପିବ ଚୀନର କମ୍ପାନୀ, ରହିଛି ଭାରତର… 

କାଠମାଣ୍ଡୁ: ନେପାଳ ଚାଇନାର ଏକ କମ୍ପାନୀ ସହ ୧୦୦ ଟଙ୍କିଆ ୩୦ କୋଟି ନୂଆ ନୋଟ୍ ଛାପିବା ପାଇଁ ଚୁକ୍ତି କରିଛି। ଏହି ଚାଇନିଜ୍ କମ୍ପାନୀ ୧୦୦ ଟଙ୍କିଆ ୩୦ କୋଟି ନୋଟ୍ ପ୍ରିଣ୍ଟ୍ କରିବ। ଏହି ନୋଟର ମାନଚିତ୍ରରେ ନେପାଳର ଏକ ଅଂଶ ଭାବରେ ଭାରତର ଲିପୁଲେଖ, ଲିମ୍ପିଆଡୁରା ଏବଂ କାଲାପାନି ଅଞ୍ଚଳ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଯୁବତୀ ମୃତ

କଳାହାଣ୍ଡି: ଏମ୍.ରାମପୁର ଥାନା ଅନ୍ତର୍ଗତ ଗୋବରବାହାଲି ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବତୀ ଜଣଙ୍କ ହେଲେ ଜଗନ୍ନାଥ ମନ୍ଦିର ପଡ଼ାର…

ଡ୍ୟାମକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

କୋରାପୁଟ: ପାରିବାରିକ କଳହକୁ ନେଇ ଡ୍ୟାମକୁ ଡେଇଁଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାର କୋଲାବ ଡ୍ୟାମରେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ମହିଳା ଜଣଙ୍କ ବିବାହିତା ବୋଲି ଜଣାପଡିଛି। ସୂଚନାନୁସାରେ, କୋରାପୁଟ ସଦର ପୋଲିସ ସୀମା…

ପୁଣି ମହାବଳ ବାଘ ଆତଙ୍କ; ଭୟରେ ଅଞ୍ଚଳବାସୀ

ଗଞ୍ଜାମ: ଦିଗପହଣ୍ଡି ବ୍ଳକ ଖମାରୀ ଗାଁରେ ମହାବଳ ଆତଙ୍କ। ବାଘ ଆତଙ୍କରେ ଭୟରେ ଅଞ୍ଚଳବାସୀ। ଏପରିକି ଘରୁ ପଦାକୁ ଗୋଡ଼ କାଢ଼ିବାକୁ ସୁରକ୍ଷିତ ମଣୁ ନାହାଁନ୍ତି। ପଦ୍ମପୁର ଗାଁରେ ଗୋଟିଏ ଗାଈକୁ ମହାବଳ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗାଁରେ ଭୟର ଆତଙ୍କ ଖେଳିଯାଇଛି।…

ରାଜଧାନୀରେ ଲଜ୍ଜା: ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା। ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ବନ୍ଧିଲା ପୋଲିସ। ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ୩ ଜଣଙ୍କୁ ଗିରଫ କଲା ପୋଲିସ। ଘଟଣା ସଂପର୍କରେ ଭୁବନେଶ୍ବର ଡିସିପି ପିନାକ ମିଶ୍ର ଦେଇଛନ୍ତି ସୂଚନା। ଖବର ଅନୁଯାୟୀ, ୧୦ ଦିନ ତଳେ ଜଣେ…

ଏହି ୫ ବଡ ଖେଳାଳିଙ୍କୁ ଦଳ କଲାନି ରିଟେନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ନିଲାମ ପୂର୍ବରୁ ସମସ୍ତ ଦଳ ରିଟେନ କରିଥିବା ଖେଳାଳିଙ୍କ ନାମ ପ୍ରକାଶ କରିଛି । ତେବେ ଭାରତର ଏହି ୫ ଷ୍ଟାର ଖେଳାଳିଙ୍କୁ ସେମାନଙ୍କ ଟିମ ରିଟେନ କରିନି । ୟୁଜଭେନ୍ଦ୍ର ଚହଲ: ଭାରତର ପ୍ରତିଷ୍ଠିତ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ରାଜସ୍ଥାନ ରୟାଲ୍ସ ରିଟେନ…

ଆଇପିଏଲ ରିଟେନଶନ: ଦଳ ସହିତ ରହିଲେ ଅଧିକାଂଶ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପାଇଁ ଫ୍ରାଂଚାଇଜରମାନେ ରିଟେନଶନ ଖେଳାଳିଙ୍କ ତାଲିକା ଘୋଷଣା କରିଛନ୍ତି । ଏଥିରେ ସେଭଳି ବଡ ଧରଣର ପରିବର୍ତନ ଦେଖିବାକୁ ମିଳି ନ ଥିଲା । ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ରିଙ୍କୁ ସିଂ ସେମାନଙ୍କ ପୂର୍ବ ଦଳ…

ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଟି ଦୋକାନ ଜଳିପୋଡି ପାଉଁଶ

ରାଞ୍ଚି: ଝାଡ଼ଖଣ୍ଡ ବୋକାରୋରେ ବଡ଼ ଅଘଟଣ । ବୋକାରୋର ବିଭିନ୍ନ ବାଣ ଦୋକାନରେ ଅଗ୍ନିକାଣ୍ଡ । ବାଣ ଦୋକାନରେ ଫୁଟି ବିସ୍ଫୋରଣ ହୋଇଛି । ନିଆଁକୁ ଆୟତ ପାଇଁ ଲାଗିଛି ଦମକଳ ବାହିନୀ। ନିଆଁ ଏତେ ଭୟଙ୍କର ଥିଲା ଯେ ୬୬ଟି ଦୋକାନ ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ପରେ ଚାରିଟି…

ପୁଅର ଖାଦ୍ୟ ଖାଇଦେବାରୁ ୧୫ ବର୍ଷୀୟ କେୟାର ଟେକରକୁ ମାରିଦେଲେ ଦମ୍ପତି

ବେଙ୍ଗାଲୁରୁ: ତାମିଲନାଡୁ ପୋଲିସ ବେଙ୍ଗାଲୁରୁର ପାନଥୁ ନିକଟ ଭାଗନାପାଲ୍ଲୀ ଠାରେ ନିଜ ଘରେ ପାଞ୍ଚ ବର୍ଷର ପୁଅର ଦେଖାଶୁଣା କରୁଥିବା ୧୫ ବର୍ଷର ବାଳିକାକୁ ହତ୍ୟା ଅଭିଯୋଗରେ ଓଡିଶାରୁ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ଏହି ଦମ୍ପତି ଅବିନେଶ ସାହୁ (୪୧) ଏବଂ ଅସୱିନ୍ ପାଟିଲ (୩୭) ବୋଲି…

ବଲିଉଡରେ ଏଣ୍ଟ୍ରି କଲେ ରବିନା ଟଣ୍ଡନଙ୍କ ଝିଅ ରାଶା

ମୁମ୍ବାଇ: ଦୀପାବଳି ପୂର୍ବରୁ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଆଗାମୀ ଚଳଚ୍ଚିତ୍ରର ନିର୍ମାତା 'ଆଜାଦ' ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିଷେକ କପୁରଙ୍କ ଆକ୍ସନ୍-ଆଡଭେନଚର୍ ଦେଖିବାକୁ ମିଳିବ। ଖାସ୍ କଥା ହେଉଛି ଏହି ଚଳଚ୍ଚିତ୍ର ମାଧ୍ୟମରେ ଦୁଇ ନୂଆ ଚେହେରା…