ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼: ବଢ଼ିଲା ଏଲ୍ପିଜି ଦର
ନୂଆଦିଲ୍ଲୀ: ମାସ ଆରମ୍ଭରୁ ଝଟ୍କା। ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼। ପୁଣି ବଢ଼ିଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦରରେ ବୃଦ୍ଧି ପାଇଛି। ସିଲିଣ୍ଡର ପିଛା ୬୨ ଟଙ୍କା ବଢ଼ିଛି। ଆଜିଠୁ ଏହି ନୂଆ ଦର ଲାଗୁ ହେବ ।
ଦିଲ୍ଲୀରେ ୧୯ କେଜି ଗ୍ୟାସ୍…