ଝଲସି ଉଠିଲା ରାମ ନଗରୀ ଅଯୋଧ୍ୟା, ଦୁଇ ଦୁଇଟି ରେକର୍ଡରେ ପାଇଲା ସ୍ଥାନ
ଅଯୋଧ୍ୟା: ଝଲସି ଉଠିଲା ରାମ ନଗରୀ ଅଯୋଧ୍ୟା । କେଉଁଠି ଲେଜର ଲାଇଟର ଅଦ୍ଭୁତ ଦୃଶ୍ୟ ତ କେଉଁଠି ମନମୋହକ ରଙ୍ଗୋଲି । ଅଯୋଧ୍ୟାର ସରଜୁ ନଦୀ କୂଳରେ ଜଳିଲା ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ। ୧୧୨୧ ବ୍ୟକ୍ତି ପର୍ଯ୍ୟାୟକ୍ରମେ ଆରତି କରିଛନ୍ତି। ଏହା ସହିତ ଦୁଇ ଦୁଇଟି ବଡ଼ ରେକର୍ଡ ସୃଷ୍ଟି କରିଛି ଏଥରର…