ବିବାହ ଭୋଜିରେ ଅଘଟଣ, ସିଲିଣ୍ଡର ଫାଟି ୪ ଆହତ
ବଲାଙ୍ଗିର: ବଲାଙ୍ଗିରର ଏକ ବାହାଘର ଭୋଜିରେ ସିଲିଣ୍ଡର ଫାଟି ୪ ଆହତ ହୋଇଛନ୍ତି।
ସୂଚନାନୁସାରେ, ଏହି ଘଟଣା ଜିଲ୍ଲାର ଟିଟିଲାଗଡ଼ ସହରର ମଙ୍ଗଲମ ବିବାହ ପ୍ୟାଲେସରେ ଘଟିଛି। ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇନଥିବା ବେଳେ ରୋଷେୟା ଏବଂ ସେମାନଙ୍କ ସହାୟକମାନେ ରୋଷେଇ ଶାଳାରେ ଖାଦ୍ୟ ପ୍ରସ୍ତୁତ…