କର୍ମଚାରୀଙ୍କ ଆନ୍ଦୋଳନ: ଗଡୁନି ମୋ ବସ୍
ସମ୍ବଲପୁର: ଆଜି ମୋ ବସ୍ ସେବା ପୂରା ଠପ୍ । ଠିକା କମ୍ପାନୀର ମନମୁଖୀ କାମକୁ ପ୍ରତିବାଦ କରି ମୋ ବସ୍ କର୍ମଚାରୀ ଆନ୍ଦୋଳନ କରିଛନ୍ତି । ଏଥିପାଇଁ ଆଜି ସମ୍ବଲପୁରରେ ଗଡୁନି ମୋ ବସ୍ । ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ମୋ ବସ୍ ଗାଡି ଚଳାଚଳ ବ୍ୟାହତ ହୋଇଛି ।
ତେବେ ଠିକା…