Latest Odisha News

BREAKING NEWS

ଚୋରାଚାଲାଣ ବେଳେ ୧ ଟନ୍‌ କଇଁଛ ଜବତ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ରୁ ବିପୁଳ ମାତ୍ରାରେ କଇଁଛ ଜବତ ହୋଇଛି । ଆଜି ଚିତ୍ରକୋଣ୍ଡା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧ ଟନ୍ କଇଁଛ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ବନବିଭାଗ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଜବତ କଇଁଛ ଗୁଡିକ ଏକ ଭ୍ୟାନ୍‌ ଯୋଗେ…

ନାଇଡୁଙ୍କୁ ‘ସୁପ୍ରିମ’ ଭର୍ତ୍ସନା: ପ୍ରମାଣ ନଥାଇ କାହିଁକି କହିଲ?

ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡୁ ବିବାଦରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ତିରୁପତି ଲଡୁ ନେଇ ନାଇଡୁଙ୍କ ଦାବିକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଲଡୁ ପ୍ରସାଦରେ ପଶୁ ଚର୍ବି ଯୁକ୍ତ ଘିଅ ମିଶୁଛି ବୋଲି ଦାବି କରି ତରବରିଆ ଭାବେ…

ଟେଷ୍ଟରେ ଭାରତର ଦ୍ରୁତ ୫୦, ୧୦୦, ୧୫୦, ୨୦୦, ୨୫୦ ରନରେ ବିଶ୍ୱରେକର୍ଡ

କାନପୁର: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଐତିହାସିକ ଇନିଂସ ଖେଳିଛନ୍ତି । ଦ୍ରୁତ ୫୦, ୧୦୦, ୧୫୦, ୨୦୦ ଓ ୨୫୦ ରନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ୩ ଓଭରରେ ୫୧ ରନ କରି ଏହି ଧାରା…

କାନପୁର ଟେଷ୍ଟରେ ରୋମାଂଚ ଭରିଲା ଟିମ ଇଣ୍ଡିଆ

କାନପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଟିମ ଇଣ୍ଡିଆ ବିଜୟ ସୁଯୋଗ ସୃଷ୍ଟି କରି ରୋମାଂଚ ଭରିଛି । ପ୍ରଥମ ଦିନ ୩୫ ଓଭର ଖେଳାଯିବା ସମ୍ଭବପର ହେବା ପରେ ବାକି ୨ ଦିନ ବର୍ଷା ଯୋଗୁ ମ୍ୟାଚ ଖେଳା ଯାଇପାରି ନ ଥିଲା । ଚତୁର୍ଥ ଦିନ ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନ କରି ଅଲଆଉଟ…

ରାଜନୀତିରୁ ଭଗବାନଙ୍କୁ ଦୂରେଇ ରଖିବା ଉଚିତ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦ ସହ ଜଡିତ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ ବୋଲି ଶୁଣାଣି ବେଳେ କୋର୍ଟ କହିଛନ୍ତି। ଲ୍ୟାବ ରିପୋର୍ଟରେ ଦର୍ଶାଯାଇଛି ଯେ ରିଜେକ୍ଟ ହୋଇଥିବା ଘିକୁ ନେଇ ଯାଞ୍ଚ କରାଯାଇଥିଲା। ଏହା…

ଫିଲ୍ମ ‘ଏମରଜେନ୍ସି’କୁ ନେଇ ଶୁଣାଣି କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିବାଦ ଘେରରେ ରହିଥିବା କଙ୍ଗନା ରାଣାୱତଙ୍କ ‘ଏମରଜେନ୍ସି’ କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମ ରିଲିଜ ଉପରେ ଆଜି ମୁମ୍ବାଇ ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ସିବିଏଫସି କୋର୍ଟଙ୍କୁ କହିଛନ୍ତି ସେନ୍ସର ବୋର୍ଡର ସଂଶୋଧନ କମିଟି ଦ୍ୱାରା ଫିଲ୍ମର କିଛି ଦୃଶ୍ୟ…

ଟିକେଟ୍ ବ୍ଲାକମାର୍କେଟିଂ; ସମନକୁ ଏଡାଇଲେ ବୁକ୍ ମାଇ ଶୋ’ର ସିଇଓ

ମୁମ୍ବାଇ: ବୁକ୍ ମାଇ ଶୋ’ର ସିଇଓ ଆଶିଷ ହେମରାଜାନୀ ଇଓଡବ୍ଲ୍ୟୁର ୨ୟ ସମନକୁ ଏଡାଇ ଦେଇଛନ୍ତି। କୋଲ୍ଡପ୍ଲେ କନ୍ସର୍ଟ ଟିକେଟ୍ ବ୍ଲାକମାର୍କେଟିଂ ମାମଲାରେ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତାଙ୍କୁ ସମନ କରିଥିଲେ ମଧ୍ଯ ଅଧିକାରୀଙ୍କ ନିକଟରେ ହାଜର ହୋଇନାହାନ୍ତି। ବୁକ୍ ମାଇ ଶୋ’ର…

ବିଜେଡି କଳି…କାହିଁକି ଆକ୍ସନ୍ ହେବନି କୁହ?

ଭୁବନେଶ୍ବର: ଉଠୁଛି ପଡୁଛି ରାଜଧାନୀ ରାଜନୀତି । ଭୁବନେଶ୍ବର ବିଜେଡିରେ କିଏ କରୁଛି ବିଶୃଙ୍ଖଳା? ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କଳି ତୁଟିବାର ନାଁ ନେଉନି । ପ୍ରଥମେ ଟିକେଟ୍ ଲବି ତ ପରେ କର୍ପୋରେଟର କଳିକୁ ନେଇ ବିସ୍ଫୋରକ ବୟାନ । ଭୁବନେଶ୍ବର ବିଜେଡିରେ ଅନ୍ତକନ୍ଦଳ ବିଭିନ୍ନ ସମୟରେ…

‘ମିଲ୍ ଚାହିଁଲେ ନେଇପାରିବେ ଅର୍ପଣ ଚାଉଳ’

ପୁରୀ: ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଚାଉଳ । ପରିକ୍ରମା ପ୍ରକଳ୍ପ ନାଁରେ ଜଗନ୍ନାଥଙ୍କୁ ଗାଡିରେ ଗାଁ ଗାଁ ବୁଲାଇ ଯେଉଁ ଚାଉଳ ଦାନ ଆକାରରେ ଗ୍ରହଣ କରାଯାଇଥିଲା ତାହାକୁ ନେଇ ଏବେ ଅନେକ ପ୍ରଶ୍ନ । କ’ଣ ହେବ ସେ ସବୁ ଚାଉଳ? କ’ଣ ଏମିତି ପଡି କି ଖତ ହେବ? କାରଣ ଚାଉଳ ସଂଗ୍ରହ ହେବାର ପାଖାପାଖି…

ଯାଜପୁର ରଣକ୍ଷେତ୍ର…ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ କିଏ?

ଭୁବନେଶ୍ବର: ବିକାଶ ଆଳରେ ହରିଲୁଟ୍ । ପ୍ରାଚ୍ୟୁର୍ଯ୍ୟ ଭରା ଯାଜପୁରରେ ନଗଡା ଭଳି ଗାଁ। ଯାଜପୁରକୁ ଲୁଟିଛନ୍ତି ୩ପରିବାର । ବିକାଶ ନାଁରେ ଚାଲିଥିଲା ବିନାଶ । ଯାଜପୁର ଜିଲ୍ଲା ବଡ଼ଚଣାରୁ ପୂର୍ବ ବିଜେଡି ସରକାରକୁ ଗୋଟିଏ ପରେ ଗୋଟିଏ ସମାଲୋଚନାର ତୀର ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…