Latest Odisha News

BREAKING NEWS

ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ

ଜଯପୁର : ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ଜୟପୁରରେ ଏପରି ଘଟଣା ଘଟିଛି । ମୃତ ସୁନା ବ୍ୟବସାୟୀଙ୍କ ନାଁ ପି. ହରପ୍ରସାଦ। ସେ ଜୟପୁର ସ୍ଥିତ ନ୍ୟୁ ବାସେବୀ ଜ୍ୱେଲର୍ସର ମାଲିକ। ସୂଚନା ମୁତବକ, ଗତକାଲି ରାତିରେ ଦୀପାବଳି ପାଳନ କରି ସେ…

ଚେନ୍ନାଇ ଟିମ ପକ୍ଷରୁ ଖେଳି ପାରନ୍ତି ରିଷଭ ପନ୍ତ

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ମେଗା ନିଲାମ ଆୟୋଜିତ ହେବ । ଏହା ପୂର୍ବରୁ ସମସ୍ତ ଫ୍ରାଂଚାଇଜ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରି ସାରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତଙ୍କୁ ରିଲିଜ କରିବା ସମସ୍ତଙ୍କୁ ଚକିତ କରିଥିଲା । ପୂର୍ବ କ୍ରିକେଟର ସୁରେଶ ରାଇନା…

ଚଳିତବର୍ଷ ଠାରୁ ଧାନ କୁଇଣ୍ଟାଲ ପିଛା ଏତିକି ମୂଲ୍ୟରେ ପାଇବ ଚାଷୀ…

ଅନୁଗୁଳ: ଆଜି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅନୁଗୁଳ ଗସ୍ତରେ ଆସି ଧାନ ସଂଗ୍ରହ ଉପରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଚଳିତ ବର୍ଷ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ । ଏଥିପାଇଁ ପ୍ରସ୍ତୁତି କରାଯାଉଛି । ଆଉ…

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ କ୍ରିକେଟ ଟେଷ୍ଟ: ପ୍ରଥମ ଦିନ ସ୍ପିନରଙ୍କ ପ୍ରାଧାନ୍ୟ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ତୃତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ସ୍ପିନରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଉଭୟ ଟିମର ୧୪ଟି ୱିକେଟ ପଡିଥିବା ବେଳେ ସ୍ପିନରମାନେ ୧୧ଟି ଅକ୍ତିଆର କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୩୫…

କ’ଣ ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣ ଦ୍ବାରା କମ୍ ହୋଇଥାଏ ଡାଇବେଟିସ୍

ଭୁବନେଶ୍ବର: ପ୍ରାତଃ ଭ୍ରମଣ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଚାଲିବା ଦ୍ବାରା ଡାଇବେଟିସ୍ ବା ମଧୁମେହ ନିୟନ୍ତ୍ରଣ ରହିଥାଏ । ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ ଡାଇବେଟିସ୍ ହେବାର ଆଶଙ୍କା କମାଇବା ପାଇଁ ପ୍ରତିଦିନ ୧୦ ହଜାର ଷ୍ଟେପ୍ ଚାଲିବାକୁ ପରାମର୍ଶ ଦେଇଥାଏ । ତେବେ ଏକ ନୂତନ…

‘ବନ୍ଦ କରିଦେବୁ ଇସ୍କନ୍’ : ବଢିଲାଣି ଇସ୍କନ୍ ବିରୋଧୀ ସ୍ବର

ପୁରୀ: ପୁଣି ଥରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠାଇ ଏବେ ସମାଲୋଚନାର ପାତ୍ର ହୋଇଛି ଇସ୍କନ । ଚାରୁଆଡୁ ବିରୋଧର ସ୍ବର ଉଠିଥିବା ବେଳେ ଏବେ ଇସ୍କନ ବନ୍ଦ କରିଦେବା ପାଇଁ ଚେତାବନୀ ବି ମିଳିଲାଣି । ଏହାକୁ ନେଇ ପୂର୍ବରୁ କଳିଙ୍ଗ ସେନା ଇସ୍କନକୁ ଚେତାବନୀ ଦେଇଥିବା ବେଳେ ଏବେ ଜଗନ୍ନାଥଙ୍କ…

କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲ କାରଖାନା

କେନ୍ଦୁଝର: କେନ୍ଦୁଝରରେ ହେବା ଷ୍ଟିଲ ପ୍ଳାଣ୍ଟ। JSW ଓ ପସ୍କୋ ମିଳିତ ଭାବେ କରିବେ ଏହି ଷ୍ଟିଲ ପ୍ଳାଣ୍ଟ। କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ଶୋ’ ବେଳେ ଉଭୟ JSW ଓ ପୋସ୍କୋ ସହ…

ଆଜିଠୁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ, ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ଲାଗୁ ହେଲା ଟ୍ରେନ ଟିକେଟ ଆଡଭାନ୍ସ ରିଜରଭେସନ ବୁକିଂ ନେଇ ନୂଆ ନିୟମ। ଆଜିଠାରୁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ। ପୂର୍ବରୁ ୪ ମାସ ପୂର୍ବରୁ ଟିକେଟ ବୁକିଂ ନିୟମ ଥିଲା। ଏବେ କିନ୍ତୁ ୪ ମାସ ନୁହେଁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ। ଅଗ୍ରୀମ…

କମିଲା ଭାରତ-ଚୀନ ତିକ୍ତତା: ପୂର୍ବ ଲଦାଖରେ ଡେମଚୋକ ସେକ୍ଟରରେ ଭାରତୀୟ ସେନାର ପାଟ୍ରୋଲିଂ ଆରମ୍ଭ

ଲଦାଖ: ଚୀନ୍ ସହ ତିକ୍ତତା କମିଯିବା ପରେ ଭାରତୀୟ ସେନା ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ଦେପସାଙ୍ଗ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ସୂଚନା ଦେଇଛି ଭାରତୀୟ ସେନା । ୨୦୨୦ ମସିହାରେ ଗଲୱାନ ଘାଟିରେ ସଂଘର୍ଷ ପରେ ପୂର୍ବ…

ମନ୍ଦିରରେ ଲମ୍ବା ଲାଇନରୁ ମିଳିବ ମୁକ୍ତି; କ୍ୟୁଆର କୋଡ ସ୍କାନ କଲେ ବାହାରିବ ପ୍ରସାଦ

ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ମହାକାଳେଶ୍ୱର ମନ୍ଦିରରେ ଏପରି ସୁବିଧା ହେବାକୁ ଯାଉଛି ସ୍ବଂୟଚାଳିତ ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ । ଆଉ ପ୍ରସାଦ ପାଇଁ ଦୀର୍ଘ ସମୟ ଧରି ଲମ୍ବା ଲାଇନ୍ ରେ ଠିଆ ହେବାକୁ ପଡିବନି । ମନ୍ଦିରରେ ଏଟିଏମ୍ ପରି ମେସିନ୍ ଲଗାଯାଉଛି । କେବଳ କ୍ୟୁଆର କୋଡ…