ତିରୁପତି ଲଡୁ ବିବାଦ: ବଡବଡ ମନ୍ଦିରରେ ହେବ ପ୍ରସାଦର ନମୁନା ଯାଞ୍ଚ
ଜୟପୁର: ତିରୁପତି ଲଡୁ ବିବାଦ ମଧ୍ୟରେ ବଡବଡ ମନ୍ଦିରରେ ପ୍ରସାଦର ମାନ ଯାଞ୍ଚ ପାଇଁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର।
ଯାହା ଫଳରେ ବର୍ତ୍ତମାନ ରାଜସ୍ଥାନର ଖାଦ୍ୟ ନିରାପତ୍ତା ବିଭାଗ ସମସ୍ତ ମନ୍ଦିରରେ ଏକ ଅଭିଯାନ ଚଳାଇବ। ସେପ୍ଟେମ୍ବର ୨୩ରୁ ୨୬ ମଧ୍ୟରେ ମନ୍ଦିରଗୁଡିକର ପ୍ରସାଦର ନମୁନା…