ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର, ଟ୍ରାକରୁ ଖୋଲିଦେଲେ ଫିସ୍ ପ୍ଲେଟ୍
ସୁରଟ: ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର। ଏଭଳି ଘଟଣା ଘଟିଛି ଗୁଜୁରାଟର ସୁରଟରେ। କିମ ରେଳ ଷ୍ଟେସନ ନିକଟରେ ଯାଞ୍ଚ ବେଳେ ଟ୍ରାକରୁ ଫିସ୍ ପ୍ଲେଟ ଏବଂ ନଟ୍ ଗୁଡିକୁ ଉଦ୍ଧାର କରାଯାଇଛି।
ଏନେଇ ପଶ୍ଚିମାଞ୍ଚଳ ରେଳବାଇର ଭଦୋଦରା ଡିଭିଜନ କହିଛି ଯେ କିଛି ଦୁବୁର୍ତ୍ତ ୟୁପି ଲାଇନରୁ…