ଟାଇଗର ରିଜର୍ଭରୁ ୪ ଦନ୍ତାଙ୍କ ମୃତଦେହ ଠାବ, ୫ ହାତୀ ଗୁରୁତର
ଭୋପାଳ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭରେ ୪ ଦନ୍ତା ହାତୀଙ୍କର ମୃତଦେହ ଠାବ ହୋଇଛି। ସେହିପରି ୫ ହାତୀ ଗୁରୁତର ହୋଇଥିବା ସୂଚନା ରହିଛି। ୧୩ ଟିକିଆ ହାତୀ ପଲରେ ସାମିଲ ଥିବା ଏହି ୪ ହାତୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ କେତେକ ହାତୀଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି। ଖବର…