Latest Odisha News

BREAKING NEWS

ସିମ୍‌ ବକ୍ସ ଖୋଳତାଡ଼; ରାଞ୍ଚି ଗଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍

ଭୁବନେଶ୍ୱର: ସିମ୍ ବକ୍ସର ଚେର ଖୋଜି ଖୋଜି ଝାଡ଼ଖଣ୍ଡରେ କମିଶନରେଟ୍ ପୋଲିସ୍ । ଝାଡ଼ଖଣ୍ଡ ରାଞ୍ଚିରେ ଆଉ ଏକ ଘରେ ସିମ୍ ବକ୍ସ ଲଗାଇଥିବା ରାଜୁ ମଣ୍ଡଳ ପୋଲିସକୁ ସୂଚନା ଦେବା ପରେ ତାକୁ ସାଙ୍ଗରେ ଧରି ୨ଟି ଟିମ୍ ରାଞ୍ଚି ଯାଉଛି। ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚି ଅଭିମୁଖେ ବାହାରିଛି…

କୋଲକାତା ଲଜ୍ଜା: ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, ଗଠନ ହେବ ନ୍ୟାସନାଲ ଟାସ୍କ ଫୋର୍ସ

କୋଲକାତା: କୋଲକାତା ଲଜ୍ଜା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରମିକୋର୍ଟ । ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଞ୍ଚ କାର୍ଯ୍ୟ କେଉଁ ଯାଏଁ ଗଲାଣି ଓ ଏହା ଉପରେ ସିବିଆଇ କ’ଣ ପଦକ୍ଷେପ ଗ୍ରହଣ କରିଛି ସେନେଇ ସମସ୍ତ ରିପୋର୍ଟ…

ଓଭୋର ଲୋଡ୍ ଯୋଗୁଁ ଓଲଟିଲା ବସ୍: ୨୦ ଗୁରୁତର

ସୋର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀଭରା ବସ୍ । ଫଳରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମେଡିକାଲରେ ଭତ୍ତି କରାଯାଇଥିବା ବେଳେ ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ତେବେ ମିଳିଥିବା ସୂଚନା ଅନୁଯାୟୀ, 'ଜୟ ରଘୁନାଥ' ନାମକ ଏକ ଘରୋଇ ବସ୍ ଯାତ୍ରୀଙ୍କୁ ଓଭର ଲୋଡିଂ…

ଦ୍ବିତୀୟ ବଜେଟ ଅଧିବେଶନର ପ୍ରଥମ ଦିନ: ପ୍ରଥମରୁ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର: ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆରମ୍ଭରୁ ହି ବିରୋଧୀଙ୍କ କଡା ଆଭିମୁଖ୍ୟ ।  ଅଧିବେଶନ ଆରମ୍ଭ ହେଉ ହେଉ କଲେଜ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା କରିବାରୁ ୧୧ଟା ୪୧ ଯାଏଁ ଗୃହ ମୁଲତବୀ ରଖାଯାଇଛି । ଦ୍ବିତୀୟ…

ଆସନ୍ତା ୨୩ରେ ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୩ ତାରିଖରେ ମୋଦି ୟୁକ୍ରେନ୍ ଯାଇ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ଏହି ଅବସରରେ ୨ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ…

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ପୁଣି ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ପୁଣି ଅସୁସ୍ଥ। ଦିଲ୍ଲୀ ଏମ୍‌ସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି । ଗତ ୧୧ରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ଜୁଏଲ୍। ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋନହଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ମନ୍ତ୍ରୀଙ୍କ…

କୋଲକାତା ଲଜ୍ଜା: ଆଜି ଅଭିଯୁକ୍ତର ହୋଇପାରେ ପଲିଗ୍ରାଫ୍ ଟେଷ୍ଟ; ସିବିଆଇକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। ଡାକ୍ତରମାନେ ନିରନ୍ତର ସେମାନଙ୍କ ସୁରକ୍ଷା ଦାବି କରୁଥିବାବେଳେ…

୫ ଜିଲ୍ଲାରେ ତୁହାକୁ ତୁହା ପ୍ରବଳ ବର୍ଷା, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ମୌସୁମୀ ଜନିତ ନିମ୍ନଚାପରେଖା ଲଘୁଚାପ କେନ୍ଦ୍ରସ୍ଥଳ ଦକ୍ଷିଣ ବାଂଲାଦେଶ ଏବଂ ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳ ଏବଂ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବିଜୁଳି ଘଡଘଡି…

ପୁଣି ଅଶାନ୍ତ ପୁରୀ: ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ଦିବ୍ୟାଙ୍ଗଙ୍କୁ ହତ୍ୟା

ପୁରୀ: ପୁରୀ ସହରରେ ପୁଣି ରକ୍ତପାତ । ପୁଣି ଅଶାନ୍ତ ହେଲା ସହର। ଜଣେ ଦିବ୍ୟାଙ୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୯ ଦୁର୍ବୃତ୍ତ। ଆକ୍ରମଣର ଶୀକାର ଦିବ୍ୟାଙ୍ଗଙ୍କ ଚାଲିଗଲା ଜୀବନ। ଖଜା ବେପାରକୁ ନେଇ ଲାଗି ରହିଥିବା ବିବାଦ ପୁଣି ଉଗ୍ରରୂପ ନେଇଥିବା ବେଳେ ଆଜି ଆଉ ଜଣକର ମୁଣ୍ଡ ଗଡ଼ିଛି। ଗତ ୮…

ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁରଠାରେ ଅଭାବନୀୟ ଘଟଣା। ଏଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇଥିବା ଖବର ଆସିଛି। ତେବେ ମଦ ବିଷାକ୍ତ ଥିବାରୁ ସମସ୍ତେ ଅସୁସ୍ଥ ହୋଇ ପଡିଥିବା କୁହାଯାଉଛି। ସମସ୍ତେ ମେଡିକାଲରେ ଭର୍ତ୍ତି ଅଛନ୍ତି । ବିଷାକ୍ତ ଦେଶୀ ମଦ ପିଇ ୧୫ରୁ…