ବେଆଇନ ଗୁଟ୍ଖା କାରଖାନାରେ ରେଡ୍, ୫ ଅଟକ
ବ୍ରହ୍ମପୁର: ନକଲି ତେଲ ପରେ ନକଲି ଗୁଟଖାର ଚାଲିଛି କାରବାର। ବେଆଇନ ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ। ବ୍ରହ୍ମପୁର ସଦର ଥାନା ବାଉଁଶିଆପଲ୍ଲୀରେ ଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ରେଡ କରିଛି। ଏଠାରୁ ଜବତ ହୋଇଛି ବହୁ ପରିମାଣର ଗୁଟଖା, ଗୁଟଖା ପ୍ରସ୍ତୁତି ସାମଗ୍ରୀ ଓ ମେସିନ।…