Latest Odisha News

BREAKING NEWS

ମୋହନ ସରକାରକୁ ପୂରିଲା ୧୦୦ ଦିନ, ଜନତାଙ୍କ ଆଗରେ ରିପୋର୍ଟ କାର୍ଡ ରଖିବେ ସରକାର

ଭୁବନେଶ୍ୱର: ମୋହନ ସରକାରକୁ ପୂରିଲା ୧୦୦ ଦିନ। ଏହି ଅବସରରେ ଜନତାଙ୍କ ଆଗରେ ରିପୋର୍ଟ କାର୍ଡ ରଖିବେ ସରକାର। ବିଜେପି ସରକାରଙ୍କ ୧୦୦ ଦିନର ସଫଳତା ନେଇ ଗୁରୁବାର ଶରଧାବାଲିରେ ହେବାକୁ ଯାଉଛି ବିଶାଳ ସମାବେଶ ଓ ପ୍ରଦର୍ଶନୀ। ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସମାବେଶକୁ ସମ୍ବୋଧିତ…

ବାଲେଶ୍ୱର ବନ୍ୟାସ୍ଥିତି ଗମ୍ଭୀର, ନଦୀକୂଳରେ ରାତି କାଟିଲେ ବିପନ୍ନ

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣବର୍ଷା ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି। ପାଣି ଘେରରେ ଭୋଗରାଇ ବ୍ଲକର ୪୦ ଗାଁ। କୁସୁଡା-ଗବଗା ରାସ୍ତାରେ ଚାଲିଲା ୪ ଫୁଟ୍‌ର ବନ୍ୟା ପାଣି। ଏବେ ୧୦.୮୦ ମିଟରରେ ପ୍ରବାହିତ…

ବରିଷ୍ଠ ସାମ୍ବାଦିକ ଅଜିତ କୁମାର ଦାଶଙ୍କ ମାତୃ ବିୟୋଗ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ତଥା ନନ୍ଦିଘୋଷ ଟିଭିର ଇନପୁଟ ଏଡିଟର ଅଜିତ କୁମାର ଦାଶଙ୍କ ମାଆ ପ୍ରିୟମ୍ବଦା ଦାଶଙ୍କ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ଅସୁସ୍ଥତା କାରଣରୁ ସେ କିଛିଦିନ ଧରି ପ୍ରଦ୍ୟୁମ୍ନ ବଳ ମେମୋରିଆଲ ହସ୍ପିଟାଲ (କିମ୍ସ)ରେ ଚିକିତ୍ସାଧୀନ ରହିଥିଲେ।…

ବାଲେଶ୍ବରର ୫ ବ୍ଲକ ବନ୍ୟା ପ୍ରଭାବିତ: ଏସଆରସି

ଭୁବନେଶ୍ଵର: ରାଜ୍ୟରେ ବନ୍ୟା ସମସ୍ୟା ନେଇ ଏସଆରସିଙ୍କ ସୂଚନା । ବାଲେଶ୍ବରରେ ସୁବର୍ଣ୍ଣରେଖା ଓ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତେବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲେ ବି ଜଳସ୍ତର କମିବାରେ ଲାଗିଛି । ବାଲିଆପାଳ, ବସ୍ତା ଓ ଭୋଗରାଇର ତଳିଆ ଅଞ୍ଚଳରେ ପାଣି ପଶିଛି ।…

ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରୀ ଅସଦାଚରଣ ଘଟଣା; ଆସୋସିଏଟ ପ୍ରଫେସର ନିଲମ୍ବିତ, ରିପୋର୍ଟ ମାଗିଲେ କୁଳାଧିପତି

ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟ ଘଟଣାକୁ ନେଇ ରିପୋର୍ଟ ମାଗିଲେ କୁଳାଧିପତି । ବିଶ୍ଵବିଦ୍ୟାଳୟରେ ଜଣେ ପିଜି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଉକ୍ତ ଘଟଣା ସମ୍ବନ୍ଧିତ ତଥ୍ୟ, କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ମାଗିଛନ୍ତି ବିଶ୍ବବିଦ୍ୟାଳୟ…

ସ୍ବଚ୍ଛ ରହିବା ପାଇଁ ନ ଗାଧୋଇ ଗଙ୍ଗା ଜଳ ଛିଞ୍ଚି ହେଉଥିଲେ, ଡିଭୋର୍ସ ଦେଲେ… 

ଆଗ୍ରା: ସାଧାରଣତଃ ବିବାହ ଭାଙ୍ଗିବା ପଛରେ ଅନେକ କାରଣ ରହିଥାଏ। କିନ୍ତୁ ଆଗ୍ରାରୁ ବିବାହ ବିଚ୍ଛେଦର କାରଣ ସାଜିଛି ଅଜବ ଘଟଣା। ଯାହାକୁ ନେଇ ଚର୍ଚ୍ଚା ମଧ୍ଯ ଜୋରଦାର ହେଉଛି। ସୂଚନାନୁସାରେ ବିବାହକୁ ପ୍ରାୟ ୪୦ ଦିନ ବିତି ଯାଇଥିଲା କିନ୍ତୁ ଏହି ସମୟ ମଧ୍ୟରେ ସ୍ୱାମୀଙ୍କ ଏକ ମାତ୍ର…

ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଲେ ୱେଟଲିଫ୍ଟର ସ୍ୱୟମଜିତ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ସ୍ୱୟମଜିତ ପ୍ରସାଦ ସାହୁ କ୍ୟାରିୟରର ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫିଜିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ ଚାମ୍ପିୟନଶିପରେ ସେ ଏହି ସଫଳତର ହାସଲ କରିଛନ୍ତି । ଢ଼େଙ୍କାନାଳର ୧୭ ବର୍ଷୀୟ ସ୍ୱୟମଜିତ ୬୭ କିଗ୍ରା ୟୁଥ…

ୱାଟକୋର ଏମଡି ହେଲେ ଗୁରୁ ଚରଣ ଦାସ

ଭୁବନେଶ୍ୱର: ବରିଷ୍ଠ ଟେକ୍ନୋକ୍ରାଟ ଗୁରୁ ଚରଣ ଦାସଙ୍କୁ ଓଡ଼ିଶା ସରକାର ବୁଧବାର ଦିନ ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ)ର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସେ ଅତିରିକ୍ତ ମୁଖ୍ୟ…

ଲେବାନନରେ ପେଜର ପରେ ଏବେ ୱାକି ଟକିରେ ବିସ୍ଫୋରଣ

ନୂଆଦିଲ୍ଲୀ: ଲେବାନନରେ ସେପ୍ଟମ୍ବର ୧୭ରେ ପେଜରର ସିରିୟଲ ବିସ୍ଫୋରଣ ଦେଶକୁ ଥରହର କରି ଦେଇଥିଲା । ଏହା ପଛରେ ଇସ୍ରାଏଲର ହାତ ଥିବା ଲେବାନନ ସନ୍ଦେହ କରୁଛି । ପେଜର ବିସ୍ଫୋରଣ ଘଟଣା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଇତି ମଧ୍ୟରେ ଅଲ ଜଜୀରାରେ ପ୍ରକାଶିତ ଖବର ଅନୁସାରେ ଏବେ ୱାକି…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ପୁଣି ତତ୍ପରତା

ନୂଆଦିଲ୍ଲୀ: ଦେଶରେ ଏଣିକି ଏକକାଳୀନ ନିର୍ବାଚନ ହେବ କି ? ଏ ପ୍ରସଙ୍ଗରେ ସବୁ ଦଳ ମଧ୍ୟରେ ସହମତି ସୃଷ୍ଟି ପାଇଁ ସଫଳ ହେବେ କି ମୋଦି ସରକାର ?  ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଚର୍ଚ୍ଚା ମଧ୍ୟରେ କେନ୍ଦ୍ର କ୍ୟାବିନେଟ ଏ ସଂପର୍କିତ ରାମନାଥ କୋବିନ୍ଦ କମିଟି ରିପୋର୍ଟକୁ ଅମୁମୋଦନ କରିଛନ୍ତି ।…