Latest Odisha News

BREAKING NEWS

ପାଇପ୍ ଲାଇନ୍ ଫାଟିବାରୁ କଟକରେ ଦୟନୀୟ ରାସ୍ତା, ଦୁର୍ନୀତି ଅଭିଯୋଗ ଆଣି ମେୟରଙ୍କୁ ଘେରିଲେ ନେତା

କଟକ: ସହରର ନୂଆପଡ଼ା ଛକରେ ପାଇପ୍ ଲାଇନ୍ ଫାଟିଯିବାରୁ ରାସ୍ତାର ଏକ ବଡ଼ ଅଂଶ ଖାଲ ହୋଇଯାଇଛି। ତେଣୁ ନୂଆପଡ଼ା ଓ ଖାନନଗର ମଧ୍ୟରେ ରାସ୍ତା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଚାଲିଥିବା ଜାପାନ ଇଣ୍ଟରନ୍ୟାସନାଲ କୋଅପରେସନ୍ ଏଜେନ୍ସି (ଜାଇକା) ପ୍ରକଳ୍ପ ଏବଂ ଆନୁସଙ୍ଗିକ ଦୁର୍ନୀତି…

କାହିଁକି ଓଡିଶା ଆସିଲେ ଓ୍ବାଇ ବି ଖୁରାନିଆ?

ଭୁବନେଶ୍ବର: ଓଡିଶା ଫେରିବେ ୧୯୯୦ ବ୍ୟାଚର ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ । ଖୁରାନିଆଙ୍କୁ ଓଡିଶା କ୍ୟାଡରକୁ ତତ୍କାଳ ପ୍ରଭାବରେ ଫେରାଇ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ…

ବିଜେଡି ସରକାରରେ ଅର୍ଜିଥିଲେ…

ଭୁବନେଶ୍ବର: ବିଜେଡି ସରକାର ବେଳେ ଥିଲେ ପାଓ୍ବାରଫୁଲ୍, ଏବେ ପଡିଛି ଭିଜିଲାନସ ଛାଟ। ମାଳମାଳ ଫ୍ଲାଟ୍, ଆକାଉଣ୍ଟରେ କୋଟି କୋଟି ଟଙ୍କା । କୁବେର ଅଧିକାରୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ଜଣକ ପରେ ଜଣେ ଅଧିକାରୀଙ୍କ ଘରେ ରେଡ୍ କରିବା ସହ ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ…

ଏନଓସି ବାତିଲ ପରେ ଅନ୍ଧାରରେ ୧୪୭ଟି ଓଡ଼ିଶା ନର୍ସିଂ କଲେଜର ଭବିଷ୍ୟତ

ଭୁବନେଶ୍ୱର: ଚିକିତ୍ସା ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ (ଡିଏମ୍ଇଟି) ପକ୍ଷରୁ ଏନ୍ଓସି ବାତିଲ କରାଯିବା ପରେ ଓଡ଼ିଶାର ୧୪୭ଟି ନର୍ସିଂ କଲେଜର ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଇଣ୍ଡିଆନ୍ ନର୍ସିଂ କାଉନସିଲ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଆଧାରରେ ଏହି…

ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

କଟକ: ଗୋଟିଏ ପରିବାରର ୩ ଜଣ ଆତ୍ମହତ୍ୟା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ସିଡିଏ ସେକ୍ଟର ୬ ଅଞ୍ଚଳରୁ । ଗୁରୁତର ଅବସ୍ଥାରେ ବାପା, ମାଆ ଓ ପୁଅଙ୍କୁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଭାବେ…

ମସ୍କଙ୍କ ପୁଅଙ୍କ ସହ ମୋଦି, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ପୁଅଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି।ମୋଦୀଙ୍କ ଏହି ପୁରୁଣା ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହେଉଛି। ଫଟୋରେ ମୋଦୀ ଏକ୍ସର ମାଲିକ ଏଲନ ମସ୍କଙ୍କ ଦୁଇ ପୁଅଙ୍କ ସହ ହାତ ମିଳାଉଥିବାର ନଜର ଆସିଛନ୍ତି। ଉକ୍ତ ଫଟୋରେ ମସ୍କଙ୍କୁ ବି ଦେଖିବାକୁ ମିଳିଛି।…

ମାଲକାନଗିରିର ଏହି ସବୁ ରୁଟରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍, ପରମିଟ୍ ବାତିଲ କଲେ ଆରଟିଓ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବନ୍ଦ ହୋଇଗଲା ଲକ୍ଷ୍ମୀ ଏସି ବସ୍ ଚଳାଚଳ । ମାଲକାନଗିରିର ୬ଟି ରୁଟରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍ । ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ବସ୍ ସବୁକୁ ବାତିଲ କରାଯାଇଛି । ଏନେଇ ଆରଟିଓ ବସ୍ ଚଳାଚଳ ପରମିଟ୍ ବାତିଲ କରିଛନ୍ତି । ସବୁ ବସ୍…

ପ୍ୟାରିସ୍‌ରେ ଅସହ୍ୟ ଗରମ; ଭାରତୀୟ ଖେଳାଳିଙ୍କ ପାଇଁ ଗଲା ୪୦ଟି ପୋର୍ଟେବଲ ଏସି

ପ୍ୟାରିସ୍‌: ପ୍ୟାରିସ୍‌ରେ ଚାଲିଛି କ୍ରୀଡା ମହାକୁମ୍ଭ। ଚଳିତବର୍ଷ ଅଲିମ୍ପିକ୍ସକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। କାହିଁକି ନା କ୍ରୀଡା ଗ୍ରାମରେ କେତେବେଳେ ଛୋଟ ରୁମ୍, ବେଡ, ବାଥରୁମ ଆଦିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖେଳାଳି। ଏହାରି ମଧ୍ୟରେ ପ୍ୟାରିସ୍‌ରେ ଜାରି ରହିଛି ଅସହ୍ୟ…

ଗିରଫ ହେଲେ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ

ବାଲେଶ୍ୱର: ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗତକାଲି (ଶୁକ୍ରବାର) ପ୍ରଭାସଙ୍କ ଘର, କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପ୍ରଭାସଙ୍କର…