Latest Odisha News

BREAKING NEWS

ଓ୍ୱାୟନାଡକୁ ଇଏସଏ ଘୋଷଣା କରାଯିବା, ଜାଣନ୍ତୁ କ’ଣ ଏହି ଇଏସଏ

ଓ୍ବାୟନାଡ: କେରଳ ଓ୍ବାୟନାଡରେ ଭୟଙ୍କର ଭୂସ୍ଖଳନ କାରଣରୁ ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଏବେବି ୧୦୦ରୁ ଉର୍ଦ୍ଧ୍ବ ଲୋକ ନିଖୋଜ ଥିବା ଖବର ରହିଛି । ମାଟି ତଳେ ଅନେକ ଜୀବନ ରହିଛି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାଡାରା…

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ଯାହାକୁ ନେଇ ଆଜି ରାଜ୍ୟର ୬ଟି ଜିଲ୍ଲାକୁ ୟେଲୋ…

ଭାରସାମ୍ୟ ହରାଇ ମାଡ଼ିଗଲା ଟ୍ରକ୍‌; ୨ କାଉଡ଼ିଆଙ୍କ ସମେତ ୩ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଡିମିରିଆ ଗାଁ ଛକ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଚଢ଼ି ଯିବାରୁ ୨ ଜଣ କାଉଡ଼ିଆଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ୨ କାଉଡିଆ ହେଲେ ବାଣପୁର ଅଞ୍ଚଳର ପାପୁ ନାହାକ ଓ ରଞ୍ଜି ନାହାକ । ସେହିପରି ଏହି ଦୁର୍ଘଟଣାରେ…

କୁଳମଣି ବିଶ୍ଵାଳଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ “ପ୍ରତିବିମ୍ବ” ଉଦଘାଟିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ହାବିଟାଟ୍ ସେଣ୍ଟର ସ୍ଥିତ ଓପନ ପାମ କୋର୍ଟ ଗ୍ୟାଲେରୀ ଠାରେ ବରିଷ୍ଠ ପ୍ରଶାସକ କୁଳମଣି ବିଶ୍ଵାଳଙ୍କ ଦ୍ଵାରା ଆୟୋଜିତ "ପ୍ରତିମ୍ବିବ" ଶୀର୍ଷକ ଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଅଗଷ୍ଟ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି…

ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଉଡିବ ବିମାନ

ଭୁବନେଶ୍ବର: ଖୁବ ଶୀଘ୍ର ଭୁବନେଶ୍ବରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ଉଡ଼ିବ ବିମାନ । ଅଗଷ୍ଟ ୩୦ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ ୧୧ଟା ୧୫ ମିନିଟ୍ ସମୟରେ ଇଣ୍ଡିଗୋ ବିମାନ ଉଡାଣ ଭରି ଦୁର୍ଗାପୁରରେ ଅପରାହ୍ଣ ୧୨ଟା ୫୫ମିନିଟରେ ପହଞ୍ଚିବ । ଏନେଇ ଦୁର୍ଗାପୁର…

ଆଧୁନିକୀକରଣ ହେବ କ୍ୟାପିଟାଲ ହସ୍ପିଟାଲ, ରୋଗୀ ସେବା ହେବ ଉନ୍ନତ

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରୋଗୀ, ଅସ୍ଥାୟୀ କର୍ମଚାରୀ ଓ ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ…

ଆଇପିଏସ ଖୁରାନିଆ ଡିଜିପି ହେବା ନେଇ ଚର୍ଚ୍ଚା ଭିତରେ ଅମୃତ ମୋହନ ପ୍ରସାଦ ହେଲେ ସିଆରପିଏଫ ଡିଜିପି

ଭୁବନେଶ୍ୱର: ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ଅମୃତ ମୋହନ ପ୍ରସାଦ ସିଆରପିଏଫ ଡିଜିପି ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା କ୍ୟାଡରର ଏହି ଆଇପିଏସ ଅଧିକାରୀ ଏବେ ଓଡ଼ିଶାର ଜେଲ୍ ଡିଜି ଭାବେ ନିୟୋଜିତ ଅଛନ୍ତି। ସେ ୨୦୨୫ ଅଗଷ୍ଟ ମାସ ଶେଷ ଯାଏ ସିଆରପିଏଫ ଡିଜି ରହିବେ। ଅମୃତ ମୋହନ ରାଜ୍ୟର…

ବିଜୟ ହାତଛଡା କଲା ଭାରତ, ଏହି ବୋଲର ରୋକିଲେ ଶ୍ରୀଲଙ୍କାର ପରାଜୟ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ ରୋମାଞ୍ଚକର ଢଙ୍ଗରେ ଶେଷ ହୋଇଛି। କଲମ୍ବୋରେ ଖେଳାଯାଇଥିବା ଏହି ଲୋ ସ୍କୋରିଂ ମ୍ୟାଚରେ ଭାରତୀୟ ଦଳ ୨୩୧ ରନର ଟାର୍ଗେଟ ହାସଲ କରିନପାରି ୨୩୦ ରନରେ ଅଲଆଉଟ ହୋଇଯାଇଛି। ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ମାତ୍ର ୧…

ବରିଷ୍ଠ ଆଇପିଏସ୍ ଅଫିସର ୱାଇବି ଖୁରାନିଆ ହେବେ କି ଓଡ଼ିଶାର ପରବର୍ତ୍ତୀ ଡିଜିପି?

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ୱାଇବି ଖୁରାନିଆ ରାଜ୍ୟର ପରବର୍ତ୍ତୀ ଡିଜିପି ହୋଇପାରନ୍ତି । ୧୯୯୦ ବ୍ୟାଚର ଆଇପିଏସ୍ ଅଫିସରଙ୍କୁ ତୁରନ୍ତ ତାଙ୍କ ମୂଳ କ୍ୟାଡର ଓଡ଼ିଶାକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି।…

ଅଲିମ୍ପିକ୍ସ: ବ୍ୟାଡମିଂଟନରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ସେମିରେ ପ୍ରବେଶ କଲେ ଲକ୍ଷ୍ୟ

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେର ଚୋଉ ସିଏନ…