ସେନା ଡାକ୍ତରୀ ସେବାରେ ପ୍ରଥମ ମହିଳା ଡିଜି ସାଧନା ସକ୍ସେନା ନାୟର
ନୂଆଦିଲ୍ଲୀ: ଲେଫ୍ଟନେଣ୍ଟ ଜେନେରାଲ୍ ସାଧନା ସକ୍ସେନା ନାୟର ବୁଧବାର ଭାରତୀୟ ସେନାର ମେଡିକାଲ ବିଭାଗର ଡିଜି ଭାବେ ନିଯୁକ୍ତି ହୋଇଛନ୍ତି । ଆଜି କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହି ପଦ ପାଇଁ ସେ ହେବେ ପ୍ରଥମ ମହିଳା ।
ତେବେ ଭାରତୀୟ ସେନାର ଡାକ୍ତରୀ ବିଭାଗରେ ପ୍ରଥମ ମହିଳା ଡିଜି ସାଧନା…