Latest Odisha News

BREAKING NEWS

ପ୍ରିକ୍ୱାର୍ଟରରେ ହାରିଲେ ମନିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ଦାବୀଦାର ବିବେଚନା କରାଯାଉଥିବା ଟେବୁଲ ଟେନିସ ତାରକା ମନିକା ବାତ୍ରା ନିରାଶ କରିଛନ୍ତି । ଏଠାରେ ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ ମୁକାବିଲାରେ ମନିକା ଜାପାନର ହୀରାନୁ ମିଓଙ୍କ ନିକଟରୁ ଏକତରଫା ପରାଜୟବରଣ…

ରାଜ୍ୟସଭା ପାଇଁ ‘ଖେଲା’ ଆରମ୍ଭ କଲା କି ବିଜେପି? ପ୍ରମିଳା କହିଲେ ବିଜେଡି ମଜବୁତ ଅଛି

ଭୁବନେଶ୍ୱର: ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଆସନ କମିଥିଲେ ହେଁ ଓଡ଼ିଶାରେ ଦଳର ନିର୍ବାଚିତ ସାଂସଦଙ୍କ ସଂଖ୍ୟା କେନ୍ଦ୍ରରେ ସରକାର ଗଢ଼ିବାରେ ବଡ଼ ଭୂମିକା ନେଇଛି। ବିଜେପି କେବଳ ଓଡ଼ିଶାର ଲୋକସଭା ଆସନ ଜିତିନି ବରଂ ବିଧାନସଭାରେ ପ୍ରଥମ ଥର ପାଇଁ କ୍ଷମତାର…

ବଢୁଛି ଶିଶୁ ଦୃଷ୍ଟିହୀନତା, ଉଦବେଗ ପ୍ରକାଶ କଲେ ବିଶେଷଜ୍ଞ

ଭୁବନେଶ୍ୱର: ଦିନକୁ ଦିନ ବଢିବାରେ ଲାଗିଛି ଶିଶୁ ଦୃଷ୍ଟିହୀନତା । ଚିକିତ୍ସା ବିଜ୍ଞାନରେ ଅଗ୍ରଗତି କାରଣରୁ ଶିଶୁ ମୃତ୍ୟୁହାର ହ୍ରାସ ଘଟିଛି। ମାତ୍ର ଶିଶୁଙ୍କ ନିକଟରେ ଅପରିପକ୍ୱତା, ହାଇପୋକ୍ସିଆ ଏବଂ ପୁଷ୍ଟିହୀନତା ଭଳି ବିଭିନ୍ନ କାରଣଗୁଡିକ ବୃଦ୍ଧି ପାଇବାରେ ଲାଗିଛି। ଏପରି ସମସ୍ୟାରୁ…

ସିନ୍ଧୁଙ୍କ ସମର୍ଥନରେ ବାହାରିବା ପାଇଁ ଫେକ ଆକାଂଉଟ ଖୋଲିଥିଲେ ମନୁ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟର ମନୁ ଭାକର ୨ଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ସେ ୧୫ ମିଟର ପିସ୍ତଲ ଇଭେଂଟ ଓ ମିକ୍ସଡ ଡବଲରେ ସରବଜିତ ସିଂଙ୍କ ସହ ମିଶି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏକ ସାକ୍ଷାତକାରରେ ସେ ମଜାଦାର ଘଟଣାର ଖୁଲାସା କରିଛନ୍ତି । ବ୍ୟାଡମିଂଟନ…

ତୁରନ୍ତ ସମାଧାନ ହେବ ସହରାଞ୍ଚଳର ଜଳବନ୍ଦୀ ସମସ୍ୟା

ଭୁବନେଶ୍ଵର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ନେତୃତ୍ୱରେ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଜଳବନ୍ଦୀ ସମସ୍ୟାର ବ୍ୟାପକ ସମୀକ୍ଷା ଆରମ୍ଭ ହୋଇଛି। ବୈଠକରେ ଶ୍ରୀମତୀ ପାଢ଼ୀ ବିଶେଷ କରି ମୌସୁମୀ ଋତୁରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ…

ବିଧାନସଭା ଭିତରେ ପଶିଲା ପାଣି, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ପ୍ରବଳ ବର୍ଷା ଯୋଗୁ ବୁଧବାର ଅପରାହ୍ନରେ ଉତ୍ତରପ୍ରଦେଶ ବିଧାନସଭା ଭବନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁଠି ମୌସୁମୀ ଅଧିବେଶନ ଚାଲିଥିଲା। ହଠାତ୍ ବାଦଲ ଫଟା ବର୍ଷା ସାଧାରଣ ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିଛି। ବିଲଡିଂର ପ୍ରବେଶ ପଥରେ ଭରି ଯାଇଥିଲା ବର୍ଷା ପାଣି।…

ଟେବୁଲ ଟେନିସରେ ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬କୁ, ସ୍ୱପ୍ନିଳ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ମହିଳା ଟେବୁଲ ଟେନିସ ଖେଳାଳି ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬ରେ ପ୍ରବେଶ କରିଛନ୍ତି । ସେ ପ୍ରଂଶସନୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଶ୍ରୀଜା ସିଙ୍ଗାପୁରର ଜେଙ୍ଗ ଜିଆନଙ୍କୁ ପରାସ୍ତ କରିଥିବା ବେଳେ ପରବର୍ତୀ…

ଭୂସ୍ଖଳନ ନେଇ କେରଳକୁ ଆଗୁଆ ସତର୍କ କରାଯାଇଥିଲା

ନୂଆଦିଲ୍ଲୀ: ଭୟଙ୍କର ଭୂସ୍ଖଳନ ନେଇ ପୂର୍ବରୁ ସତର୍କ କରାଯାଇଥିଲା। ଏହି ଭୂସ୍ଖଳନରେ ୧୫୦ରୁ ଅଧିକ ଜୀବନ ଯାଇଥିବା ବେଳେ ଏବେ ବି ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ସଂସଦର ଉଭୟ ଗୃହରେ ୱାୟନାଡର ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା…

ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ଵର: ଗିରଫ ହେଲେ ଖୋର୍ଦ୍ଧା ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି । ନିବେଦିତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ନିବେଦିତା ମହାନ୍ତି । ସୂଚନା ଅନୁସାରେ, ଜଣେ ଠିକାଦାରଙ୍କ ଠାରୁ ପୁରୁଣା…

ବିଜେଡିକୁ ବଡ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ

ଭୁବନେଶ୍ଵର: ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା । ମମତାଙ୍କ ଇସ୍ତଫା ନେଇ ସୂଚନା ଦେଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା । ରାଜ୍ୟସଭା ସାଂସଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି ମମତା । ବିଜେଡିରୁ…