Latest Odisha News

BREAKING NEWS

ବିଜେଡିକୁ ବଡ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ

ଭୁବନେଶ୍ଵର: ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା । ମମତାଙ୍କ ଇସ୍ତଫା ନେଇ ସୂଚନା ଦେଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା । ରାଜ୍ୟସଭା ସାଂସଦ ସହ ବିଜେଡିରୁ ବି ଇସ୍ତଫା ଦେଇଛନ୍ତି ମମତା । ବିଜେଡିରୁ…

ଦୀପିକା, ଲଭଲୀନା, ଲକ୍ଷ୍ୟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତର ଲକ୍ଷ୍ୟ ସେନ, ଦୀପିକା କୁମାରୀ ଓ ଲଭଲୀନା ବୋରଗେହନ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ପଦକ ଅଭିମୁଖେ ଅଗ୍ରସର ହୋଇଛନ୍ତି । ପୁରୁଷ ବ୍ୟାଡମିଂଟନ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ବିଶ୍ୱର ୩ ନମ୍ବର ଖେଳାଳି ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ…

୫-ଟି ସ୍କୁଲ ରୂପାନ୍ତିକରଣରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର: ବିଜେଡି ଶାସନ ସମୟରେ 5T ଯୋଜନା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓଡିଶା ସରକାର। ଯୋଜନାରେ ଯଦି କୌଣସି ଦୁର୍ନୀତି ଜଣାପଡ଼େ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଧବାର କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ।…

ମହାରାଷ୍ଟ୍ରରେ ହଜିଥିବା କୁକୁର ମାଲିକକୁ ଖୋଜି ଖୋଜି ପଳାଇ ଆସିଲା କର୍ଣ୍ଣାଟକ

ବେଙ୍ଗାଲୁର: କର୍ଣ୍ଣାଟକ ବେଲଗାୱୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । କମଳେଶ କୁମ୍ଭାର ଆଷାଢ଼ ଏକାଦଶୀ ଓ କାର୍ତିକ ଏକାଦଶୀ ଦିନ ଦକ୍ଷିଣ ମହାରାଷ୍ଟ୍ରର ତୀର୍ଥନଗର ଯାଇଥାନ୍ତି । ଏଥର ମଧ୍ୟ ସେ ପରିବାର ଓ ପୋଷା କୁକୁର (ମହାରାଜ) ସହ ସେଠାକୁ ଯାଇଥିଲେ । ଗହଳିରେ କୁକୁରଟି ହଜି…

ଆଇଏଏସ ପଦ ହରାଇଲେ ପୂଜା ଖେଡକର, ଆଉ କେବେବି ଦେଇପାରିବେନି ପରୀକ୍ଷା

ନୂଆଦିଲ୍ଲୀ: ସିଭିଲ ସର୍ଭିସରେ ଚୟନ ପାଇଁ ନିଜର ପରିଚୟ ବଦଳାଇବା ଏବଂ ଭିନ୍ନକ୍ଷମ ପ୍ରମାଣପତ୍ରରେ ଅନିୟମିତତା ଅଭିଯୋଗରେ ଆଇଏଏସ ପଦ ହରାଇଛନ୍ତି ପୂଜା ଖେଡକର। ଆଜି ୟୁପିଏସସି ତରଫରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍‌ ମନୋନୟନକୁ ବାତିଲ କରି ଦିଆଯାଇଛି। ୟୁପିଏସସି ୨୦୨୩…

ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର । କିଛିଦିନ ତଳେ ସେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁରରୁ…

‘ମମତା ପ୍ରୀତି’ ପାଇଁ ଅଧୀରଙ୍କୁ ବଳି !

ନୂଆଦିଲ୍ଲୀ: କଂଗ୍ରେସ ହାଇକମାଣ୍ଡଙ୍କ ପ୍ରତି ଖୋଲା ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କରିଛନ୍ତି ସମାଲୋଚନା । ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଅଧୀର ରଞ୍ଜନ । ଏବେ…

ୱାୟନାଡ ଭୂସ୍ଖଳନ ପଛର କାରଣ

ଓ୍ବାୟନାଡ: କେରଳରେ ଆଉ ଏକ ଭୟାବହ ପ୍ରାକୃତିକ ବିପର୍ଯ୍ୟୟରେ ଯାଇଛି ଅନେକ ଜୀବନ । ପ୍ରବଳ ବର୍ଷା ଜନିତ ଭୂସ୍ଖଳନରେ ୱାୟନାଡ୍ ଜିଲ୍ଲାରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ୧୫୦ରୁ ଅଧିକ ହୋଇଛି ମୃତ୍ୟୁସଂଖ୍ୟା । ୨୦୧୮ର ପ୍ରଳୟଙ୍କରୀ ବନ୍ୟା ଯୋଗୁଁ କେରଳ ଭୋଗିଥିବା ଦୁର୍ଦ୍ଦଶାକୁ ମନେ ପକାଇ ଦେଇଛି…

ହମାସ ଟପ୍ ଲିଡରଙ୍କୁ ହତ୍ୟା, ବଢିବ ମଧ୍ୟପ୍ରାଚ୍ୟ ସଂକଟ !

ନୂଆଦିଲ୍ଲୀ: ପାଲେଷ୍ଟିନୀୟ ସଂଗଠନ ହମାସକୁ ଶକ୍ତ ଧକ୍କା । ହମାସ ନେତା ଇସମାଇଲ ହନିୟାଙ୍କୁ ହତ୍ୟା କରାଯାଇଛି। ଇରାନ ରାଜଧାନୀ ତେହେରାନରେ ହନିୟା ରହୁଥିବା ଘର ଉପରେ ଆକ୍ରମଣ ହେବାରୁ ସେ ପ୍ରାଣ ହରାଇଥିବା ସୂଚନା ଦେଇଛି ହମାସ । ହନିୟାଙ୍କ ମୃତ୍ୟୁ ପଛରେ ଇସ୍ରାଏଲର ହାତ ଥିବା ଅନେକ ଆରବ ଦେଶ…

ଖୋଲିବ ଡଙ୍କାରୀ ଗୁମର, ଏନଜିଟି ମାଗିଲେ ରିପୋର୍ଟ

ଭୁବନେଶ୍ବର: ଖୋଲିବ ଡଙ୍କାରୀ ବେଆଇନ ଖାଦାନ ଗୁମର ! ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ପାହାଡ଼ ଧସି ୩ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ୪ସପ୍ତାହରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ ଖଣି ଖନନ ଦ୍ବାରା ଶ୍ରମିକ ମୃତ୍ୟୁ ସହ ସ୍ଥାନୀୟ…