ପ୍ରବଳ ବର୍ଷିବ: ୩ ଘଣ୍ଟା ପାଇଁ ଭୁବନେଶ୍ବରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ପାଇଁ ରାଜଧାନୀକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ । ଏଥିସହିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ନେଇ ସତର୍କ ଜାରି କରିଛି ବିଭାଗ ।
ସେପଟେ ଆଜି…