ରାଜ୍ୟରେ ନାହିଁ ବନ୍ୟା ପରିସ୍ଥିତି, ସ୍ଥିତି ଦେଖି ନିଆଯିବ ନିଷ୍ପତି
ଭୁବନେଶ୍ୱର: ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ l ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ଏବେ ରାଜ୍ୟରେ ବର୍ଷର ପରିମାଣ କମିଛି । ତେଣୁ ରାଜ୍ୟରେ ଏବେ ବନ୍ୟାର ସ୍ଥିତି ନାହିଁ। ଉପର ମୁଣ୍ଡରେ ମହାନଦୀର ଜଳ ସ୍ତର କମୁଛି । ଅନ୍ୟପଟେ…