Latest Odisha News

BREAKING NEWS

ଅଡୁଆରେ ରେମୋ ଡି’ସୁଜା, ୮ ବର୍ଷ ପୁରୁଣା ମାମଲା ବନ୍ଦ କରିବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡି’ସୁଜାଙ୍କ ବଡ଼ ଝଟକା। ୮ ବର୍ଷ ପୁରୁଣା ମାମଲା ବନ୍ଦ କରିବାକୁ ଦାବିରେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଏହି ଆବେଦନରେ ଚାର୍ଜସିଟକୁ ଚ୍ୟାଲେଞ୍ଜ କରାଯାଇ ନାହିଁ, ଏହି…

ମହିଳା ବିରୋଧୀ ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ: ମୋଦୀ

ନୂଆଦିଲ୍ଲୀ: କୋଲକାତାର ଆରଜୀ କର ମେଡିକାଲ ଆଣ୍ଡ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମହିଳା ବିରୋଧୀ ଅତ୍ୟାଚାରକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ‘ଲକ୍ଷପତି ଦିଦି’ ସମ୍ମିଳନୀରେ କଡ଼ା…

ମହଙ୍ଗା ପଡିଲା ଅନଲାଇନ ଠକେଇ, ୪ ଠକ ଗିରଫ

ବଲାଙ୍ଗିର: ୪ ଅନଲାଇନ୍ ଠକକୁ ଗିରଫ କଲା ପୋଲିସ । ଅନଲାଇନରେ ମେସେଜ ଦେଇ ଲୋକଙ୍କୁ ଠକୁଥିଲେ ଏହି ଠକ । ରାଜସ୍ଥାନରୁ ଏହି ୪ ଠକଙ୍କୁ ଗିରଫ କରିଛି ପୋଲିସ । ଏଥିସହ ମୁଖ୍ୟ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ପୋଲିସ । ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଆଜି ୪…

କିପରି ହୁଏ ଆତଙ୍କବାଦୀଙ୍କ ଟ୍ରେନିଂ ? ଖୁଲାସା ହେଲା ଅଲ କାଏଦା ମଡ୍ୟୁଲର ପ୍ରଶିକ୍ଷଣ

ନୂଆଦିଲ୍ଲୀ: ନିକଟରେ ଅଲୱାରର ଚୋପାନାଗି ଅଞ୍ଚଳର ସାରେକଲା ଗ୍ରାମରୁ ଅଲ କାଏଦା ମଡ୍ୟୁଲର ସନ୍ଦିଗ୍ଧ ୬ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏହି ଲୋକମାନେ ଭୱାଡିର ଚୋପାନାଗି ଅଞ୍ଚଳରେ ଅବସ୍ଥିତ ଶିଳ୍ପାଞ୍ଚଳର ଏକ କଲୋନୀରେ ରହୁଥିଲେ। ସମସ୍ତେ ଛଅ ହଜାର ଟଙ୍କା ଭଡ଼ାରେ ଦୁଇଟି କୋଠରୀ…

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍

ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମରେ ଜଳସ୍ତର ବଢୁଛି। ଏଥିପାଇଁ ରବିବାର ସକାଳେ ହୀରାକୁଦ ଡ୍ୟାମରେ ଆଉ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏହା ସହିତ ମୋଟ ୨୦ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱରେ ନଅ ଏବଂ ଡାହାଣ ପାର୍ଶ୍ୱରେ…

ଆଗାମୀ ୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୦ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଦିନ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ନୟାଗଡ଼,…

ରତ୍ନଭଣ୍ଡାର ଗଣତି ମଣତି କରିବ ଉଚ୍ଚସ୍ତରୀୟ ଟିମ୍

ପୁରୀ: ଆଜି ପୁରୀରେ ଆୟୋଜିତ ବିଜେପି ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ରତ୍ନଭଣ୍ଡାର ନେଇ ବଡ ବୟାନ ଦେଇଛନ୍ତି ଧର୍ମେନ୍ଦ୍ର । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ଖୁବ୍ ଶୀଘ୍ର ହେବ । ଏଥିପାଇଁ…

ଡ୍ରାଭିଡ, ବର୍ଡର, ପଂଟିଂଙ୍କ ରେକର୍ଡ ଭାଙ୍ଗିଲେ ରୁଟ

ଲଣ୍ଡନ: ଇଂଲଣ୍ଡ-ଶ୍ରୀଲଙ୍କା ମ୍ୟାଚେଂଷ୍ଟର ଟେଷ୍ଟରେ ଜୋ ରୁଟ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ୬୪ ଅର୍ଦ୍ଧଶତକ ହାସଲ କରି ସେ ରାହୁଲ ଡ୍ରାଭିଡ, ଆଲାନ ବର୍ଡର ଓ ରିକି ପଂଟିଂଙ୍କୁ ପଛରେ ପକାଇ ଦେଇଛନ୍ତି । ଓଭରାଲ ସେ ତୃତୀୟ ସ୍ଥାନରେ ରହିଛନ୍ତି ।…

୧୭ରେ ଓଡିଶା ଆସିବେ ମୋଦି, ମହିଳାଙ୍କୁ ଦେବେ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ସେପ୍ଟେମ୍ବର ୧୭ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ମହିଳାଙ୍କୁ ସୁଭଦ୍ରା ସହାୟତାର ପ୍ରଥମ କିସ୍ତି ଦେବାପାଇଁ ମୋଦି ଓଡିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଆଜି…

ବିଧାୟକଙ୍କୁ ପାଠ ପଢାଇଲେ ନବୀନ; କହିଲେ ପ୍ରଭାବଶାଳୀ ବିରୋଧୀ ଗଣତନ୍ତ୍ରର ରକ୍ଷକ

ଭୁବନେଶ୍ବର: ଶଙ୍ଖଭବନରେ ନିଜ ବିଧାୟକଙ୍କୁ ପାଠ ପଢାଇଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବନିର୍ବାଚିତ ୧୮ ବିଧାୟକଙ୍କ ସମେତ ମୋଟ ୫୧ ଜଣ ବିଧାୟକଙ୍କୁ ତାଲିମ୍ ଦେଲେ ବିଜେଡି ମୁଖିଆ । କହିଲେ, ବିଧାନସଭାରେ ଯେତିକି ସରକାରଙ୍କର ଗୁରୁତ୍ବ ରହିଛି ସେତିକି ଗୁରତ୍ବ ରହିଛି ବିରୋଧୀଙ୍କର ।…