ୟୁପିଏସ : ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍ ?
ନୂଆଦିଲ୍ଲୀ: ୟୁନିଫାଏଡ ପେନସନ ସ୍କିମ-ୟୁପିଏସ ଲାଗୁ ପାଇଁ ଘୋଷଣା କରିଛନ୍ତି ମୋଦି ସରକାର । ୟୁପିଏସ ଲାଗୁ ପାଇଁ ମୋଦି ସରକାରଙ୍କ ନିଷ୍ପତ୍ତି ଏକ ପଲିଟିକାଲ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି । ନିଷ୍ପତ୍ତିର ଟାଇମିଂକୁ ନେଇ ଚର୍ଚ୍ଚା । କିଛି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ…