ଗିଲ ହେବେ କି ଭାରତୀୟ କ୍ରିକେଟର ଭବିଷ୍ୟତ ଅଧିନାୟକ
ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଚୟନ କମିଟି ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ଦଳ ଘୋଷଣା କରିଛି । ଟି୨୦ରେ ସୂର୍ଯ୍ୟକୁମାର ଯାଦବ ଏବଂ ଦିନିକିଆରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ଏହି ୨ଟି ଯାକ ଫର୍ମାଟରେ ଶୁଭମନ ଗିଲଙ୍କୁ…