Latest Odisha News

BREAKING NEWS

ୟୁନିସ୍କୋ ରିପୋର୍ଟ: ଜଳବାୟୁ ପରିବର୍ତ୍ତନ ଦ୍ବାରା ଶିକ୍ଷା ଉପରେ ପଡୁଛି ନକରାତ୍ମକ ପ୍ରଭାବ

ନୂଆଦିଲ୍ଲୀ: ଦେଶର ଭବିଷ୍ୟତ ଆଜିର ଶିଶୁ । ଉଚ୍ଚ ଓ ଉଚିତ୍ ଶିକ୍ଷା ସେହି ଶିଶୁଟିକୁ କାଲିର ଦାୟିତ୍ବବାନ ନାଗରିକ କରିବାରେ ସହାୟକ ହୋଇଥାଏ । ହେଲେ ଉପଯୁକ୍ତ ଶିକ୍ଷା ପାଇଁ ଆବଶ୍ୟକ ପ୍ରତିକୂଳ ବାତାବରଣ । ହେଲେ ଏଇ ବାତାବରଣ ନେଇ ଏବେ ଡରାଇଲାଣି ୟୁନିସ୍କୋ । ଏବେ ଶିକ୍ଷାରେ ବାଧକ ସାଜୁଛି…

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳି ପାରନ୍ତି ରୋହିତ

ମୁମ୍ବାଇ: ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ଖେଳି ପାରନ୍ତି । ଟି୨୦ ବିଶ୍ୱକପ ପରେ ସେ ଶ୍ରୀଲଙ୍କା ବିପକ୍ଷ ସିରିଜ ଖେଳିବେନି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ରୋହିତ ବିଶ୍ରାମ ନେବେ…

ମୋଦୀ କଲେ ସିସିଏସର ହାଇଲେବଲ୍ ମିଟିଂ; ଜମ୍ମୁ-କାଶ୍ନୀର ସ୍ଥିତି ଉପରେ ଆଲୋଚନା, ଆତଙ୍କୀ ଦମନ ଉପରେ ବଡ଼ ପ୍ଲାନିଂ

ନୂଆଦିଲ୍ଲୀ: ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ସେନା ଆଜି କିରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛି। ସୂଚନାନୁସାରେ, କୁପୱାଡା ପୋଲିସ ଏବଂ ସୁରକ୍ଷା ବାହିନୀ କିରନ ଅଞ୍ଚଳରେ ଅନୁପ୍ରବେଶ…

ଇନଷ୍ଟାଗ୍ରାମରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ଦୁବାଇ ରାଜକୁମାରୀ 

ଦୁବାଇ: ଦୁବାଇ ରାଜକୁମାରୀ ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସ୍ୱାମୀ ଶେଖ ମନ୍ ବିନ୍ ମହମ୍ମଦ ବିନ୍ ରଶିଦ ବିନ୍ ମନ୍ ଅଲ୍ ମାକତୁମଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଦୁଇ ମାସ ତଳେ ସେମାନଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା। ପୋଷ୍ଟରେ ଲେଖିଛନ୍ତି ଯେ, ପ୍ରିୟ…

ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ, ତେଣୁ ଡରିବାର ପ୍ରଶ୍ନ ଉଠୁନି: ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର: ଆମେ ଅତ୍ୟନ୍ତ ଖୁସି ଯେ ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି । ସେମାନେ ଆମକୁ ଜଗନ୍ତୁ ବୋଲି ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ବାସ୍ତବରେ ବିଜେଡିର ଛାୟା କ୍ୟାବିନେଟକୁ ନେଇ ଏପରି କିଛି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ ଆହୁରି ମଧ୍ୟ…

ପାକିସ୍ତାନ ହାତରୁ ଯାଇପାରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର

ମୁମ୍ବାଇ: ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳାଯିବ । ତେବେ ପାକିସ୍ତାନ ଯିବାକୁ ଭାରତ ମନା କରିବା ପରେ ଏବେ ପିସିବି ଅଡୁଆରେ ପଡିଯାଇଛି । ଏପରିକି ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ହାତରୁ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର ଯିବା ଆଶଙ୍କା…

ଏସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ: ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ । କଟକ ଏସସିବି ମେଡିକାଲରେ ଭର୍ତ୍ତି ହେଲେ କମଳା ପୂଜାରୀ। କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଛନ୍ତି କମଳା ପୂଜାରୀ। ତାଙ୍କୁ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।…

ଆକ୍ସନ ମୋଡରେ ରାଜ୍ୟ ଖଣି ବିଭାଗ, ଧର୍ମଶାଳାର ବିଭିନ୍ନ ଖଣି ଖାଦାନ ଉପରେ ଚଢ଼ାଉ

ଯାଜପୁର: ଆକ୍ସନ ମୋଡରେ ରାଜ୍ଯ ଖଣି ବିଭାଗ। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ କଳାପଥର ଖାଦାନରେ ଚଢାଉ କରିଛି ବିଭାଗ। ରାଜ୍ୟ ଖଣି ବିଭାଗ ପକ୍ଷରୁ ଚାଲିଛି ବଡ଼ ଧରଣର ଚଢ଼ାଉ। ଲୁଣିବର, ଚଢ଼େଇଧରା, ଡଙ୍କାରୀ ପ୍ରମୁଖ ଖଣି ଅଞ୍ଚଳରେ ଚଢ଼ାଉ ହୋଇଛି। ଧର୍ମଶାଳା ବିଧାୟକ ହିମାଂଶୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨ ଦିନରେ ଏହା ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ…

ଏଣିକି ଧବଳେଶ୍ବର ପୀଠକୁ ଯିବନି ପ୍ଲାଷ୍ଟିକ ସାମଗ୍ରୀ

ଆଠଗଡ଼: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ ମନା । ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀକୁ ସଂପୂର୍ଣ୍ଣ ବ୍ୟାନ କରିଛି ମନ୍ଦିର ପ୍ରଶାସନ । ଦେବୋତ୍ତର ବିଭାଗ ଓ ପୂଜକ କମିଟି ଦ୍ବାରା ବସିଥିବା ବୈଠକରେ କିଛି ଏମିତି କଡା ନିଷ୍ପତ୍ତି ଦେଇଛନ୍ତି । ତେବେ ଆଗକୁ…