Latest Odisha News

BREAKING NEWS

ଚାନ୍ଦିପୁରା ଭାଇରସ ଆତଙ୍କ; ଜଣେ ଶିଶୁ ମୃତ

ଅହମଦାବାଦ: ଗୁଜରାଟରେ ମାତିଛି ଚାନ୍ଦିପୁରା ଭାଇରସ। ଏହାର ସଂକ୍ରମଣରେ ଜଣେ ସାଢେ ଚାରିବର୍ଷର ଶିଶୁର ଜୀବନ ଯାଇଛି। ଏନେଇ ସ୍ପଷ୍ଟ କରିଛି ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜି ବା ଏନଆଇଭି। ତେବେ ବର୍ତ୍ତମାନ ସୁଦ୍ଧା ଗୁଜରାଟରେ ୧୫ ଜଣ ଏହି ଭାଇରସରେ ସଂକ୍ରମିତ ହେଲେଣି। ସେମାନଙ୍କ…

ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ଗଲେ ଗଜପତି, ଜାଣନ୍ତୁ କାହିଁକି?

ପୁରୀ: ଆଜି ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଗଜପତି ମହାରାଜ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲା ବେଳେ ସିଂହଦ୍ବାର ବାଟେ ନଯାଇ ଦକ୍ଷିଣ ଦ୍ବାରବାଟେ ପ୍ରବେଶ କରିଥିଲେ । ତେବେ କ’ଣ ଆପଣ ଜାଣନ୍ତି, ସବୁବେଳେ ପୂର୍ବଦ୍ବାର ଦେଇ ଯାଉଥିବା ମହାପ୍ରଭୁଙ୍କ ଆଦ୍ୟ ସେବକ କାହିଁକି ଏଥର ଦକ୍ଷିଣ ଦ୍ବାର ଦେଇ…

ଆହୁରି ଲମ୍ବା ହେଲା ୫୮ ବର୍ଷର ଯନ୍ତ୍ରଣାଦାୟକ ପ୍ରତୀକ୍ଷା

ଯେଉଁ ଦେଶରେ ଫୁଟବଲର ସୃଷ୍ଟି, ସେହି ଦେଶର ଏହି ଖେଳରେ ପ୍ରାଧାନ୍ୟ ରହିବା କଥା । ଆନ୍ତର୍ଜାତିକ ଟାଇଟଲର ଅଭାବ ରହିବା କଥା ନୁହେଁ । କିନ୍ତୁ ଏ କ୍ଷେତ୍ରରେ ଇଂଲଣ୍ଡର ରେକର୍ଡ ଅତି ନିରାଶାଜନକ, ଦୁର୍ବଳ । ଫୁଟବଲର ଜନ୍ମଦାତା ହୋଇ ସୁପରପାୱାର ହୋଇପାରିନାହିଁ ଇଂଲଣ୍ଡ । ମାତ୍ର ଥରେ ହିଁ ଜିତିଛି…

ମହିଳା ଡାକ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଅଭାବନୀୟ ଘଟଣା। ଅରବିନ୍ଦନଗରରେ ବନ୍ଦ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣଙ୍କ ଡାକ କର୍ମଚାରୀ ବୋଲି ଜଣାପଡିଛି। ମୃତ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ସୋରଣ ଗାଁର ରଶ୍ମିତା ବେହେରା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା…

କାଳ ହେଲା ରିଲ୍ସ ସୁଟ୍ କରିବା; ୩୦୦ ଫୁଟ୍ ଖାଇକୁ ଖସି ଟ୍ରାଭେଲ ଇନଫ୍ଲୁଏନ୍ସର ମୃତ

ମୁମ୍ବାଇ: ମୁମ୍ବାଇର ଜଣେ ୨୭ ବର୍ଷୀୟ ଟ୍ରାଭେଲ ଇନଫ୍ଲୁଏନ୍ସର ଅନଭି କାମଦାର ଇନଷ୍ଟାଗ୍ରାମ ରିଲ ସୁଟିଂ କରୁଥିବା ସମୟରେ ଏକ ଖାଇରେ ପଡିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା କୁମ୍ଭେ ଜଳପ୍ରପାତ ନିକଟରେ ଘଟିଛି ଏହି ଅଘଟଣ। ଜୁଲାଇ ୧୬ରେ ଅନଭି ସାଙ୍ଗମାନଙ୍କ…

ଖୋଲୁଛି ବିବାଦୀୟ ଆଇଏଏସଙ୍କ ଗୁମର, ଭିନ୍ନକ୍ଷମ ସାର୍ଟିଫିକେଟ୍ ପାଇଁ ଦେଇଥିଲେ ଭୁଲ୍ ଠିକଣା

ନୂଆଦିଲ୍ଲୀ: ଧୀରେ ଧୀରେ ଖୋଲୁଛି ବିବାଦୀୟ ଟ୍ରେନି ଆଇଏଏସ ପୂଜା ହେଡକରଙ୍କ ସବୁ ଚାଲାକି । ଯାଞ୍ଚବେଳେ ଏବେ ପୁଣି ଏକ ନୂଆ ଖୁଲାସା ହୋଇଛି । ଭିନ୍ନକ୍ଷମ ସାର୍ଟିଫିକେଟ ତିଆରି ପାଇଁ ଦେଇଥିଲେ ଭୁଲ୍ ଠିକଣା । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିପାଇଁ…

ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା’ପତି କାରଖାନା ଠାବ

ଚୌଦ୍ୱାର: ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା'ପତି କାରଖାନା ଠାବ। ଜଗତପୁର ଲକ୍ଷ୍ମଣପୁରରୁ ନକଲି ଚା'ପତି କାରଖାନା ଠାବ କଲା ସିଏମସି। ବିପୁଳ ଚା'ପତି ସହ ଯନ୍ତ୍ରାଂଶ ଓ ଦାମୀ ବ୍ରାଣ୍ଡର ଷ୍ଟିକର, ଲେବଲ୍ ଜବତ ହୋଇଛି। ସୂଚନା ଅନୁସାରେ, ଜଗତପୁର ଲକ୍ଷ୍ମଣପୁରରେ ଚାଲିଥିଲା ଜବରଦଖଲ ଉଚ୍ଛେଦ।…

ରତ୍ନଭଣ୍ଡାର ପରିଦର୍ଶନ କରି ଫେରିଲେ ଗଜପତି ମହାରାଜ, ଜାଣନ୍ତୁ କ’ଣ କହିଲେ….

ପୁରୀ: ଚାଲିଛି ଅଳଙ୍କାର ସ୍ଥାନାନ୍ତରଣ । ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରିତ ପ୍ରକ୍ରିୟା ସବୁକୁ ଅନୁଧ୍ୟାନ କରି ବାହାରକୁ ଫେରିଛନ୍ତ ଗଜପତି ମହାରାଜ । ଏହାପରେ ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରଣ ନେଇ ସୂଚନା ଦେଇଛନ୍ତି ଗଜପତି । ଏନେଇ ଗଜପତି କହିଛନ୍ତି, ଭିତର ରତ୍ନଭଣ୍ଡାରର ଅଳଙ୍କାର…

ନିଟ୍ ପେପର୍ ଲିକ୍ ମାମଲାରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ପାଟନା ଏମ୍ସର ତିନି ଡାକ୍ତର ଅଟକ

ନୂଆଦିଲ୍ଲୀ: ଆଜି ନିଟ୍ ପେପର୍ ଲିକ୍ ମାମଲାରେ ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାକୁ ଯାଉଛି। ଏହା ପୂର୍ବରୁ ସିବିଆଇକୁ ମିଳିଛି ବଡ଼ ସଫଳତା। ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ପେପର୍ ଲିକ୍ ଗ୍ୟାଙ୍ଗର ମୁଖ୍ୟ କନେକସନ ପାଖକୁ ପହଞ୍ଚିଛି। ଏହି ସମୟରେ ଅନୁସନ୍ଧାନକାରୀ…

ନିର୍ଦ୍ଧାରଣ ଶୁଭ ମୁହୂର୍ତ୍ତରେ ଖୋଲିଲା ଭିତର ଦ୍ବାର, ଖୋଲିବ ସବୁ ରହସ୍ୟ

ପୁରୀ: ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତ ୯. ୫୧ରେ ଖୋଲିଛି ଭିତର ରତ୍ନଭଣ୍ଡାର ଦ୍ବାର । ନିର୍ଦ୍ଧାରିତ ସମୟରେ ଭିତର ଦ୍ବାର ଖୋଲି ପ୍ରବେଶ କରିଛନ୍ତି କମିଟି ସଦସ୍ୟ । ରତ୍ନଭଣ୍ଡାର ତଦନ୍ତ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦପାଢୀଙ୍କ ସମେତ ୧୧…