5T ନାଁରେ ହରିଲୁଟ ଓ ଖଣି ଖାଦାନ ଲୁଟ୍ର ହିସାବ ମାଗିବୁ: ପୁରୋହିତ
ବରଗଡ଼: ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ସାଂସଦ ପ୍ରଦୀପ ପୁରୋହିତ । ଅତାବିରାରେ ରାଜ୍ୟ କୃଷକ ସଂଗଠନର ସମ୍ବର୍ଦ୍ଧନାରେ ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍। କହିଲେ ସନ୍ନ୍ୟାସ ନେଲେ ଚଳିବନି, ହିସାବ ଦେବାକୁ ପଡ଼ିବ । ‘5T ନାଁରେ ହରିଲୁଟ ଓ ଖଣି ଖାଦାନ ଲୁଟ୍ର ହିସାବ ମାଗିବ ବିଜେପି’।
ଆଜି…