Latest Odisha News

BREAKING NEWS

ଶ୍ରୀମନ୍ଦିର ଚାରି ଦ୍ୱାରରେ ଲାଗିଲା ଜିଗ୍‌ଜାଗ ବାରିକେଡ୍: ଶ୍ରୀମନ୍ଦିର ସୁରକ୍ଷା, ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ୱ

ପୁରୀ: ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ରାତାରାତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଶ୍ରୀମନ୍ଦିର ନିୟନ୍ତ୍ରଣ କକ୍ଷରେ ବୈଠକ କରିବା ପରେ ଭକ୍ତମାନେ ଶ୍ରୀମନ୍ଦିରରେ କିପରି ସୁରକ୍ଷିତ ପ୍ରବେଶ…

ଥମିବାର ନାଁ ନଉନାହିଁ ଆତଙ୍କୀ ଆକ୍ରମଣ, ପୁଣି ଆତଙ୍କୀଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ଆହତ

ଶ୍ରୀନଗର: ଥମିବାର ନାଁ ନେଉନାହିଁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ଗତ ୩ ଦିନ ମଧ୍ୟରେ ଜାମ୍ମୁର ବିଭିନ୍ନ ସ୍ଥାନରେ ଚତୁର୍ଥ ଥର ପାଇଁ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୁରକ୍ଷାକର୍ମୀ ଚତୁପାଶ୍ୱର୍ରୁ ଆତଙ୍କବାଦଙ୍କୁ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଗକୁ ଆହୁରି…

ସବୁ ପ୍ରତିକ୍ଷାର ଅନ୍ତ ଘଟିଲା, ଖୋଲିଲା ଶ୍ରୀମନ୍ଦିର ଚାରିଦ୍ଵାର

ପୁରୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିଲା । ଖୋଲିଲା ଶ୍ରୀମନ୍ଦିର ଚାରିଦ୍ଵାର । ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଦଳର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ଚାରିଦ୍ଵାର । ଗତକାଲି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଚାରିଦ୍ଵାର…

ଖରାରୁ ଆସି କୋଲଡ୍ରିଙ୍କସ୍ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ଖରାଦିନ ଆସିଲେ କୋଲଡ୍ରିଙ୍କସର ଚାହିଦା ବଢ଼େ । ଖରାରୁ ଆସି କୋଲଡ୍ରିଙ୍କସ୍ ପିଇ ଶାନ୍ତିର ନିଶ୍ୱାସ ମାରନ୍ତି ଅନେକ ଲୋକ । ଯଦିଓ ଏହି ଥଣ୍ଡା ପାନୀୟ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ କିନ୍ତୁ ଲୋକେ ଏହାକୁ ଅଣଦେଖା କରିଥାନ୍ତି । ଏହା ଆପଣଙ୍କ ମେଟାବୋଲିଜିମ୍ କୁ ବିଚଳିତ…

ଏଲନ ମସ୍କ ସମ୍ପର୍କ ସ୍ଥାପନ କରିଥିବା ମହିଳାଙ୍କୁ ସନ୍ତାନ ଜନ୍ମ କରିବା ପାଇଁ କରୁଥିଲେ ବାଧ୍ୟ

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସ୍ପେସଏକ୍ସର ସିଇଓ ଏଲନ ମସ୍କ ଆଉ ଏକ ବିବାଦରେ ଫସିଛନ୍ତି । ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ମସ୍କ ତାଙ୍କର ଏକ ଇଟର୍ଣ୍ଣଙ୍କ ସମେତ ୨ଜଣ କର୍ମଚାରୀଙ୍କ ସହ ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିଲେ । ଏପରିକି ସେ ସେମାନଙ୍କୁ ତାଙ୍କ…

ସରକାର ଗଢୁ ଗଢୁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି, କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ବାଜିଲା ମୋହର

ଭୁବନେଶ୍ଵର: ସରକାର ଗଢୁ ଗଢୁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି । ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ବାଜିଲା ମୋହର । କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଲି ସକାଳେ ଖୋଲିବ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର । ଏଥିସହ ଶ୍ରୀମନ୍ଦିର…

ଦକ୍ଷିଣ କୋରିଆରୁ ଟାଏକୋଣ୍ଡୋ ପ୍ରଶିକ୍ଷଣ ନେଇ ଫେରିଲେ ମନମୋହନ, ଅଭିଜିତ

ପୁରୀ: ଦକ୍ଷିଣ କୋରିଆରେ ୩୧ ମେରୁ ଜୁନ ୯ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ଟାଏକୋଣ୍ଡୋ ପ୍ରଶିକ୍ଷଣ ଶିବିର ମୁଜୁଠାରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ୧୪ଟି ଦେଶରୁ ୬୧ଜଣ ବଛା ବଛା କ୍ରୀଡାବିତଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲା । ସେମାନେ ପ୍ରୋଗ୍ରାମର ମୂଖ୍ୟ ଚୁଲମୀନଙ୍କଠାରୁ ସାର୍ଟିଫିକେଟ ଗ୍ରହଣ…

ସୃଜନ ପକ୍ଷରୁ ବାର୍ଷିକ ଓଡ଼ିଶୀ ନୃତ୍ୟ ଉପସରଣମ୍-୨୦୨୪ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟାନୁଷ୍ଠାନ ସୃଜନ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଯୁବ ନୃତ୍ୟଶିଳ୍ପୀମାନଙ୍କୁ ନେଇ ଉପସରଣମ୍ ୨୦୨୪ ଆୟୋଜିତ ହୋଇଯାଇଛି । ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ (ଏସଏସୟୁ)ର ଫ୍ୟାକଲ୍ଟି ଅଫ୍ ଆର୍ଟସ୍ କମ୍ୟୁନିକେସନ ଆଣ୍ଡ ଇଣ୍ଡିକ ଷ୍ଟଡିଜ୍…

ନିର୍ବାଚନ ସମୟରେ ମୃତ୍ୟୁବଣ କରିଥିବା କାର୍ଯ୍ୟରତ କର୍ମଚାରୀଙ୍କ ପରିବାରକୁ ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ କାର୍ଯ୍ୟ ସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀମାନଙ୍କ ପରିବାରକୁ ଅନୁକମ୍ପା ରାଶି ମଞ୍ଜୁର ହୋଇଛି । ନିର୍ବାଚନ ସମୟରେ ମୃତ୍ୟୁବରଣ କରିଥିବା ଦୁଇ ଜଣ କର୍ମଚାରୀଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶିକୁ ମୁଖ୍ୟ…

ବାର୍ଡ ଫ୍ଲୁ ମାମଲା: ପିଲାଙ୍କ ଦେହରେ ଲକ୍ଷଣ, ଚିନ୍ତାରେ ସ୍ଵାସ୍ଥ୍ୟ ବିଭାଗ

କୋଲକାତା: ପଶ୍ଚିମବଙ୍ଗର ମାଲଦାରୁ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିଛି। ବାର୍ଡ ଫ୍ଲୁର ଏକ ନୂଆ ମାମଲା ମାଲଦାର କାଲିଆଚକ ଠାରେ ଦେଖିବାକୁ ମିଳିଛି। ଏକ ଶିଶୁ ଠାରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଛି । ରାଜ୍ୟର ସ୍ୱାସ୍ଥ୍ୟ ସଚିବ ନାରାୟଣସ୍ୱରୁପ ନିଗମ ଏନେଇ ସୂଚନା ଦେଇଛନ୍ତି । ଏଆରଡି…