ଓଡ଼ିଶାକୁ ନାହିଁ ବାର୍ଡଫ୍ଲୁ ଭୟ, ଫାର୍ମଗୁଡିକୁ କରାଯାଉଛି ସଚେତନ
ଭୁବନେଶ୍ବର: ଏବେ ଦେଶରେ ଚିନ୍ତା ବଢାଇଛି ବାର୍ଡଫ୍ଲୁ । ଅନେକ ରାଜ୍ୟରେ ବାର୍ଡଫ୍ଲୁ ଆତଙ୍କ ଖେଳି ଯାଇଥିବାବେଳେ ଲକ୍ଷଲକ୍ଷ ପକ୍ଷୀ ମଡକ ଦେଖିବାକୁ ମିଳିଛି । ଭାରତ ସମେତ ବିଶ୍ୱର କିଛି ଦେଶରେ ଏବେ ବାର୍ଡ-ଫ୍ଲୁ ମୁଣ୍ଡ ଟେକିଛି। ଗତ ଏପ୍ରିଲରେ କେରଳ, ନାଗପୁର ଓ ଝାଡଖଣ୍ଡରେ ବାର୍ଡ ଫ୍ଲୁ…