ଦୀର୍ଘ ୪ ବର୍ଷ ପରେ ସାମ୍ବାଦିକମାନଙ୍କ ପାଇଁ ଖୋଲିଲା ଲୋକସେବା ଭବନ
ଭୁବନେଶ୍ବର: ଓଡ଼ିଶା ସଚିବାଳୟ ତଥା ଲୋକସଭା ଭବନକୁ ପ୍ରବେଶ ପାଇଁ ସାମ୍ବାଦିକମାନଙ୍କୁ ମିଳିଲା ଅନୁମତି । ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ପାଇଁ ମିଳିଲା ଅନୁମତି । ୨୦୨୦ ମାର୍ଚ୍ଚ ମାସ ଠାରୁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲାଗିଥିଲା ।
କୋରୋନା ମହାମାରୀ ସମୟରେ ଏହି…