କିଏ ସେହି ନେତା, ଯାହାଙ୍କ ପାଇଁ ବିଜୁ ଜନତା ଦଳ ନିର୍ବାଚନ ହାରିଲା?
ଭୁବନେଶ୍ୱର: କିଏ ସେହି ନେତା? ଯାହାଙ୍କ ପାଇଁ ବିଜୁ ଜନତା ଦଳ ନିର୍ବାଚନ ହାରିଲା...। ବିଜେଡି ନେତା ତଥା ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ ନା ନନେଇ ଜଣେ ନେତାଙ୍କୁ ଟାର୍ଗେଟ କରିଛନ୍ତି। ଯାହାଙ୍କ ପାଇଁ ଦଳ ନିର୍ବାଚନ ହାରିଲା ବୋଲି…