ନରମିଲା ବିଜେପି…ଜିଦରେ ବିଜେଡି
ଭୁବନେଶ୍ବର: ବିଧାୟକଙ୍କ ପାଠଶାଳାକୁ ନେଇ ଥମୁନି ବିବାଦ। ବିରୋଧୀ ବିଜେଡି ଓ କଂଗ୍ରେସର ବୟକଟ୍ ଧମକ ପରେ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ନେଇ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ଅତିଥି ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ…