Latest Odisha News

BREAKING NEWS

ୟାସିରଙ୍କ ସ୍ଥାନରେ ଉଦିତ୍ ହେଲେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି

ନୂଆଦିଲ୍ଲୀ: ଏନଏସୟୁଆଇ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ମୋହର ଲଗାଇଛି ଏଆଇସିସି । ଛାତ୍ର କଂଗ୍ରେସକୁ ମିଳିଛି ନୂଆ ସଭାପତି । ଆଜି ଏଆଇସିସି ୯ ରାଜ୍ୟ ପାଇଁ ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ କରିଛି । ବଦଳିଛନ୍ତି ଓଡିଶା ଛାତ୍ର କଂଗ୍ରେସ ସଭାପତି । ଉଦିତ ପ୍ରଧାନଙ୍କୁ ପ୍ରଦେଶ ଛାତ୍ର…

ପ୍ରଥମ ସ୍ଵାଧିନତା ଦିବସରେ କାହିଁକି ଗାନ ହୋଇନଥିଲା ଜାତୀୟ ସଂଗୀତ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ୧୫ ଅଗଷ୍ଟରେ ସମଗ୍ର ଦେଶରେ ପାଳନ କରାଯିବ ୭୮ତମ ସ୍ୱାଧୀନତା ଦିବସ ।୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧିନତା ପାଇଥିଲା ଆମ ଦେଶ ଭାରତ । ପ୍ରତିବର୍ଷ ଦିଲ୍ଲୀର ଲାଲ୍ କିଲ୍ଲା ସମେତ ଦେଶର ପ୍ରତ୍ୟକ କୋଣ ଅନୁକୋଣରେ ପତାକା ଉତ୍ତଳନ ହେବା ଜାତୀୟ ସଂଗୀତ ଗାନ କରିଥାଆନ୍ତି ଲୋକେ ।…

ଭାରତ ଶରଣରେ ମୁଇଜୁ ସରକାର

ବଦଳିବାରେ ଲାଗିଛି ମାଲଡିଭିସ ସରକାରଙ୍କ ଭାରତ ବିରୋଧୀ ସ୍ୱର। ଭାରତ ବିରୋଧୀ ରାଜନୀତି କରି କ୍ଷମତାକୁ ଆସିଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆଭିମୁଖ୍ୟ ନରମ ପଡିଛି । ଇଣ୍ଡିଆ ଆଉଟ୍ ନାରା ଦେଇ ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ ମୁଇଜୁ। ହେଲେ ଏମିତି କଣ ହେଲା ଯେ,…

ରାଜ୍ୟରେ ସାମାଜିକ ବିଶୃଙ୍ଖଳାକୁ ନେଇ ଦୁଃଖ ପ୍ରକାଶ କଲେ ନବୀନ, ସରକାରଙ୍କୁ କଲେ ଏପରି ଅନୁରୋଧ

ଭୁବନେଶ୍ବର: ବର୍ତ୍ତମାନ ବାଂଲାଦେଶରେ ଦେଖାଦେଇଥିବା ହିଂସା ର ପ୍ରଭାବ ପଡୋଶୀ ଦେଶ ତଥା ଭାରତ ଉପରେ ପଡିଛି । ସେଠାରୁ ଅନେକ ବାଂଲାଦେଶୀ ଭାରତରେ ଅନୁପ୍ରବେଶ କରିବାର ସ୍ଥିତି ଉପୁଜିଛି । ସେହିପରି ସମୁଦ୍ରପଥ ଦେଇ ବାଂଲାଦେଶୀମାନେ ଓଡ଼ିଶାରେ ପ୍ରବେଶ କରିବାର ଭୟ ରହିଛି । କାରଣ ଆଗରୁ ମଧ୍ୟ…

ଭିନେଶଙ୍କ ଶୁଣାଣୀ ପୂନର୍ବାର ଘୁଂଚିଲା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ୫୦ କିଗ୍ରା ବିଭାଗର ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଥିଲେ । ତେବେ ଫାଇନାଲ ପୂର୍ବରୁ ଅଧିକ ଓଜନ ଯୋଗୁ ତାଙ୍କୁ ଆଯୋଗ୍ୟ ଘୋଷିତ କରାଯାଇଥିଲା । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ସେ ଅସୁବିଧାରେ ପଡିଥିଲେ…

ଡିପ୍ରେସନ୍ରୁ ଦୁରେଇ ରଖେ ଏହି ଖାଦ୍ୟ..

ଭୁବନେଶ୍ଵର: ଡିପ୍ରେସନ୍ ହେଉଛି ମଣିଷର ଏକ ମାନସିକ ସ୍ଥିତି ବା ରୋଗ। ବର୍ତ୍ତମାନ ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ବଢ଼ିଚାଲିଛି ସଂଘର୍ଷ। କ୍ୟାରିୟର ହେଉ ବା ପରିବାର ସମସ୍ୟା, ଆର୍ଥିକ ବା ବ୍ୟକ୍ତିଗତ ସମସ୍ୟା ସବୁଠି ମଣିଷକୁ ଲଢ଼ିବାକୁ ପଡ଼େ। ହେଲେ ଯେବେ ଏହି ସବୁ ସମସ୍ୟା ମଣିଷକୁ ମାନସିକ…

ଦେଶରେ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ; ଦିଲ୍ଲୀ ଏମ୍ସରେ ଏତିକି ପ୍ରତିଶତ ହ୍ରାସ ପାଇଛି ରୋଗୀ ସେବା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଦେଶର ଡାକ୍ତରମାନେ ଆନ୍ଦୋଳନ ଜାରି ରହିଛି । ସାରା ଦେଶରେ ଡାକ୍ତରଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର…

୩ ମାସ ବ୍ରେକ ନେବେ ମନୁ ଭାକର, ଶୁଟିଂ ବିଶ୍ୱକପରେ ଖେଳି ନ ପାରନ୍ତି

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ମନୁ ଭାକର ଶୁଟିଂରେ ୨ଟି ବ୍ରୋଞ୍ଜ ପଦକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିିତିଛନ୍ତି । ଅଲିମ୍ପିକ୍ସ ପରେ ମନୁ ୩ ମାସ ଶୁଟିଂରୁ ବ୍ରେକ ନେବା ପାଇଁ ନିଷ୍ପତି…

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ: ୫୪ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲେ ମିଶନ ଶକ୍ତି ମା’

ଭୁବନେଶ୍ୱର: 'ଆଜାଦୀ କା ଅମୃତ  ମହୋତ୍ସବ' ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ଭାରତୀୟ ପରିବାରଙ୍କୁ ୦୯ ରୁ ୧୫ ଅଗଷ୍ଟ ମଧ୍ୟରେ ନିଜ ଘରେ ତ୍ରିରଙ୍ଗା  ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦୀ |…

ବାଂଲାଦେଶ, ଇଂଲଣ୍ଡ ବିପକ୍ଷ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଆଗାମୀ ବାଂଲାଦେଶ ଓ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ କରିଛି । ବୋର୍ଡ ପକ୍ଷରୁ ଜାରୀ ଅପଡେଟ କାର୍ଯ୍ୟସୂଚୀରେ ବାଂଲାଦେଶ ବିପକ୍ଷ ଗୋଟିଏ ଟି୨୦ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷ ୨ଟି ମ୍ୟାଚରେ ପରିବର୍ତନ କରାଯାଇଛି…