ଘରୋଇ କଳିର କରୁଣ ପରିଣତି; ବାପାକୁ ପିଟି ପିଟି ହତ୍ୟା କଲା ପୁଅ
ସମ୍ବଲପୁର: ପୁଅ ସାଜିଲା ନୃଶଂସ । ବାପାକୁ ପିଟି ପିଟି ହତ୍ୟା କଲା ପୁଅ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁଦେଲଛିଣ୍ଡା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାମ ପ୍ରସାଦ ବାଗ । ପୁଅ ଧିରେନ ବାଗକୁ ଅଟକ ରିଖି ପଚରାଉଚରା କରୁଛି ପୋଲିସ ।
ଖବର ମୁତାବକ,…