Latest Odisha News

BREAKING NEWS

ବନ୍ଦ ହୋଇଯିବ ସୂର୍ଯ୍ୟା, ଜାହ୍ନବୀ ଅଭିନୀତ ୩୫୦ କୋଟି ବଜେଟର ଫିଲ୍ମ କର୍ଣ୍ଣ

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ସୂର୍ଯ୍ୟା ଓ ଶ୍ରୀଦେବୀଙ୍କ ତନୟା ଜାହ୍ନବୀ କାପୁର ଅଭିନୀତ କର୍ଣ୍ଣ ଫିଲ୍ମ ବନ୍ଦ ହେବାକୁ ଯାଉଛି । ରାକେଶ ଓମପ୍ରକାଶ ମେହେରା ଏହାକୁ ୩୫୦ କୋଟି ବଜେଟରେ ପ୍ରସ୍ତୁତ କରିବା ପାଇଁ ଯୋଜନା କରାଯାଇଥିଲା । ବିଗ ବଜେଟ ଫିଲ୍ମଗୁଡିକୁ ବକ୍ସ ଅଫିସରେ ଭଲ ବ୍ୟବସାୟ…

ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିର କାଉଣ୍ଟର ଆଟାକ୍

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ କାଉଣ୍ଟର ଆଟାକ୍ କଲା ବିରୋଧି ବିଜେଡି । ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦେଇଥିବା ବକ୍ତବ୍ୟକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଛତିଶଗଡର ବେଆଇନ କାମ ବିରୋଧରେ କେନ୍ଦ୍ର…

ଜୁଲାଇ ୯ରେ ମାଟ୍ରିକ ପ୍ରମାଣ ପତ୍ର

ଭୁବନେଶ୍ଵର: ଆସନ୍ତା ଜୁଲାଇ ୨ ଏବଂ ୩ ତାରିଖରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ସମସ୍ତ ଜିଲ୍ଲାର ସଦର ମହକୁମାରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି। ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର…

୧୪ କୋଟି ନ ଦେଲେ ଜେଲ ଯିବେ ରାଜପାଲ ଯାଦବ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କମେଡିଆନ ରାଜପାଲ ଯାଦବ ଅଡୁଆରେ ପଡି ଯାଇଛନ୍ତି । ଚେକ ବାଉନ୍ସ ମାମଲାରେ ତାଙ୍କୁ ୨୯ ଜୁନ ମଧ୍ୟରେ ୧୪ କୋଟି ପୈଠ କରିବାକୁ କୁହାଯାଇଛି । ଯଦି ସେ ଏହା ନ କରନ୍ତି ଜେଲ ମଧ୍ୟ ଯାଇପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଅଭିଯୋଗକାରୀ ମୂରଲୀ ପ୍ରୋଜେକ୍ଟସ…

ରାଜଧାନୀରେ ତୁହାକୁ ତୁହା ବର୍ଷା, ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା

ଭୁବନେଶ୍ଵର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା। ରାଜଧାନୀ ଭୁବନେଶ୍ଵରରେ ତୁହା କୁ ତୁହା ବର୍ଷା ଜାରି ରହିଛି । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ଖୋର୍ଦ୍ଧା, ଗଞ୍ଜାମକୁ ଅତି ପ୍ରବଳ ବର୍ଷା…

ଘରୋଇକରଣ ହେବ ଭୁବନେଶ୍ବର ସମେତ ୧୧ଟି ବିମାନ ବନ୍ଦର

ଭୁବନେଶ୍ୱର: ଦେଶର ୧୧ଟି ବିମାନ ବନ୍ଦରକୁ ଘରୋଇକରଣ କରାଯିବ । ସେଥିମଧ୍ୟରେ ରହିଛି ଭୁବନେଶ୍ୱର, ଇନ୍ଦୋର, ରାୟପୁର, ତ୍ରିଚି, ଅମୃତସର, କାଲିକଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରଟ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡା, ଭଦୋଦରା, ଭୋପାଳ, ତିରୁପତି, ହବଲି, ଇମ୍ଫାଲ,…

ସୁଧୁରୁଛି ଜଗାର ସ୍ବାସ୍ଥ୍ୟାବସ୍ଥା, ସ୍କୁଲ ଯିବାନେଇ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ଜଗା ଏବେ ୧୦ ବର୍ଷ ରେ ପାଦ ଦେଇଥିବାବେଳେ ତା'ର ପାଠପଢାକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ଜଗାର ସ୍କୁଲ ଆରମ୍ଭ କରିବା ନେଇ ଆଲୋଚନା କରିଛନ୍ତି ପରିବାର ଲୋକେ । ଏନେଇ ଜିଲ୍ଲା ପ୍ରଶାସନ ଓ…

‘ଦେଶରେ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକୁ ଅପବ୍ୟବହାର କରାଯାଉଛି,

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସଂସଦର ମିଳିତ ବୈଠକକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ମୁର୍ମୁ ଦେଶରେ ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ଉଲ୍ଲେଖ କରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ କେନ୍ଦ୍ର…

୭୦ ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟେକ ଭାରତୀୟଙ୍କୁ ମିଳିବ ମାଗଣା ସ୍ୱାସ୍ଥ୍ୟସେବା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୭୦ ବର୍ଷ ବୟସରୁ ଅଧିକ ସମସ୍ତ ଭାରତୀୟଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପରି ଘୋଷଣା କରିଛନ୍ତି । ଏହି ଯୋଜନା…

ହେପାଜତରେ ଲିପଷ୍ଟିକ ଓ ମେକ୍ଅପରେ ନଜର ଆସିଲେ ଅଭିନେତ୍ରୀ ପବିତ୍ରା, ପୋଲିସଙ୍କୁ ମିଳିଲା ନୋଟିସ୍

ବେଙ୍ଗାଲୁରୁ: ନ୍ୟାୟିକ ହେପାଜତରେ ଥାଇ ମଧ୍ୟ ମେକ୍ଅପ୍ ଓ ଲିପଷ୍ଟିକ ଲଗାଇଥିବାର ନଜର ଆସିଲେ ଅଭିନେତା ଦର୍ଶନଙ୍କ ପ୍ରେମିକା ପବିତ୍ରା ଗୌଡ । ପ୍ରଶ୍ନ କଲେ ବରିଷ୍ଠ କର୍ଣ୍ଣାଟକ ପୋଲିସ । କାର୍ଯ୍ୟରତ ପୋଲିସଙ୍କୁ ଜାରି ହେଲା ନୋଟିସ୍, ଦର୍ଶାନ୍ତୁ ହେପାଜତରେ ଥାଇ ମଧ୍ୟ ପବିତ୍ରା ଗୌଡଙ୍କୁ…