ସ୍ୱଦେଶୀ ଘରୋଇ ମହାକାଶ ଗବେଷଣା ସଂସ୍ଥା ପାଇଁ ଐତିହାସିକ ଦିନ, ଅଗ୍ନିବାଣର ସଫଳ ଉତକ୍ଷେପଣ
ବେଙ୍ଗାଲୁରୁ: ପ୍ରଥମ ଘରୋଇ ମହାକାଶ ପରୀକ୍ଷଣ କଲା ‘ଅଗ୍ନିକୂଳ କସମସ୍’। ଭାରତୀୟ ମହାକାଶ ମିଶନ ପାଇଁ ଗୁରୁବାର ଐତିହାସିକ ଦିନ ପାଲଟିଛି। ଚେନ୍ନାଇ ଭିତ୍ତିକ ସ୍ପେସ୍ ଷ୍ଟାର୍ଟ ଅପ୍ ଅଗ୍ନିକୂଳ କସମସ୍ ଶ୍ରୀହରିକୋଟା ଠାରେ ଏହାର ଲଞ୍ଚ ପ୍ୟାଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍…