Latest Odisha News

BREAKING NEWS

ବରିଷ୍ଠ ଆଇଏଏସ୍‌ ଅଧିକାରୀ ଯାମିନୀ ଷଢଙ୍ଗୀଙ୍କୁ ଓଏସଇପିଏର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଯାମିନୀ ଷଢଙ୍ଗୀଙ୍କୁ ଦିଆଗଲା ବଡ଼ ଦାୟିତ୍ୱ । ଆଜି ତାଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓଏସଇପିଏ)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ…

ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ

ଭୁବନେଶ୍ୱର: ନବନିର୍ବାଚିତ ସାଂସଦମାନେ ଆସନ୍ତା ୨୪ ତାରିଖରେ ସଂସଦରେ ଶପଥ ଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ୨୧ ସାଂସଦ ମଧ୍ୟ ଶପଥ ଗ୍ରହଣ କରିବେ । ଏନେଇ ସଂସାଦ ମାନେ ଶପଥଗ୍ରହଣ କରିବାକୁ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ତେବେ ଶପଥ ଗ୍ରହଣ ପୂର୍ବରୁ ମୟୂରଭଞ୍ଜରୁ…

ବାରିପଦା ବସଷ୍ଟାଣ୍ଡରୁ ବସ୍‌ ଚଳାଚଳ ବନ୍ଦ

ବାରିପଦା: ବାରିପଦାରୁ ଗଡୁନି ବସ୍ ।  ୨ ଗୋଷ୍ଠୀ ମାରପିଟ ଘଟଣାକୁ ନେଇ ବସଷ୍ଟାଣ୍ଡରୁ ବସ୍‌ ଚଳାଚଳ ପୂରା ଠପ୍ । ଯିବା ଆସିବାରେ ବାଧାପ୍ରାପ୍ତ ହେବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ସେପଟେ ମାରପିଟ ଘଟଣାରେ ୧୦ ଜଣଙ୍କୁ ଅଟକ ରଖି ତଦନ୍ତ ଜରି ରଖିଛି ବାରିପଦା ଟାଉନ ଥାନା ପୋଲିସ ।…

ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାରପିଟ୍ ଘଟଣା; ବଦଳିଲେ ଡାକ୍ତର ଓ ଫାର୍ମାସିଷ୍ଟ

ଯାଜପୁର: ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ମଧ୍ୟରେ ମାରପିଟ ଘଟଣା । ଉଭୟଙ୍କୁ ବଦଳି କଲେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଡାକ୍ତର ଶୁଭଲକ୍ଷ୍ମୀ ରଥଙ୍କୁ ଯାଜପୁର ଜିଲ୍ଲାର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଥିବାବେଳେ,…

ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ, ୧୦ ବର୍ଷ ଜେଲ୍ ସହ କୋଟିଏ ଜରିମାନା

ନୂଆଦିଲ୍ଲୀ: ଆସିଲା କଡା ନିୟମ । ଏବେ ପେପର୍ ଲିକ୍ କଲେ ମିଳିବନି ତ୍ରାହି। ୧୦ ବର୍ଷ ଜେଲ ସାଙ୍ଗକୁ ୧ କୋଟି ଜରିମାନା ଭରିବ ଅଭିଯୁକ୍ତ । ଶୁକ୍ରବାର ବିଳମ୍ବିତ ରାତିରେ କିଛି ଏମିତି କଡା ନିୟମ ଲାଗୁ କରିଛି ଶିକ୍ଷା ମନ୍ତ୍ରାଳୟ । କେନ୍ଦ୍ର ସରକାର ସର୍ବସାଧାରଣ ପରୀକ୍ଷା ଏବଂ ସାଧାରଣ…

ମୃତ୍ୟୁ ଏମିତି ବି… ଛିଡା ଛିଡା ଚାଲିଗଲା ଜୀବନ

ମିରଟ: କେବେ କେତେବେଳେ କାହାର ମୃତ୍ୟୁ ହେବ ତାହା ବା କାହାକୁ ଜଣା? ହେଲେ ଏ ମୃତ୍ୟୁ ନିଶ୍ଚିତ ତାହା ସମସ୍ତଙ୍କୁ ଜଣା । କିନ୍ତୁ ବେଳେ ବେଳେ ମୃତ୍ୟୁ ଏମିତି ଆସେ ଯାହା ସମସ୍ତଙ୍କୁ ହତବାକ୍ କରିଦିଏ । କିଛି ସେମିତି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ସୁଇମିଂ ପୁଲରୁ ଗାଧୋଇକି…

ବାଲୁକା କଳାରେ ସ୍ନାନପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା । ଦଇତାପତି ସେବାୟତ ମାନେ ଦାରୁଦିଅଁଙ୍କୁ ରତ୍ନବେଦୀରୁ ଓହ୍ଲାଇ ଆଣି ଧାଡି ପହଣ୍ଡିରେ ବିଜେ କରାଇଛନ୍ତି ସ୍ନାନ ମଣ୍ଡପରେ । ସମସ୍ତ ନୀତିକାନ୍ତି ପରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇ ହାତୀ ବେଶରେ ଦର୍ଶନ ଦେବେ ଚାରି ଠାକୁର ।…

ବାଲେଶ୍ୱରରେ ସ୍ବଭାବିକ ହେଉଛି ସ୍ଥିତି; ସକାଳ ୫ରୁ ଦିନ ୨ ଯାଏଁ କର୍ଫ୍ୟୁ କୋହଳ, ଆଜିଠୁ ମିଳିବ ଇଣ୍ଟରନେଟ୍ ସେବା

ବାଲେଶ୍ୱର: ବାଲେଶ୍ବର ସହରରେ ଧିରେ ଧିରେ ସୁଧୁରୁଛି ସ୍ଥିତି । ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ ହୋଇଛି । ସକାଳ ୫ଟାରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟିଛି । ମୋବାଇଲରେ ଇଣ୍ଟରନେଟ୍ ସେବା…

ଟ୍ରକ୍ ପଛରେ ପିଟି ହେଲା ବାଇକ; ଦୁଇ ମୃତ, ଜଣେ ଗୁରୁତର

କଟକ: କଟକ ମଧୁସୂଦନ ବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍ ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହେଲା ବାଇକ । ଏହି ଦୁର୍ଘଟଣାରେ ବାଇକରେ ଯାଉଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ୩…

ପବିତ୍ର ସ୍ନାନଯାତ୍ରା: ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ, ୧୦୮ ଗରା ସୁବାସିତ ଜଳରେ କରିବେ ସ୍ନାନ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧା ମୂରତି । ନୀତିକାନ୍ତି ପରେ ଭୋର୍‌ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି । ପ୍ରଥମେ ବଡ଼ଠାକୁର ପ୍ରଭୁ ବଳଭଦ୍ର ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଥିବାବେଳେ ଏହାପରେ…