ରାଜ୍ୟର ସବୁ ନିଗମ ଅଧ୍ୟକ୍ଷଙ୍କୁ ହଟାଇଲେ ସରକାର
ଭୁବନେଶ୍ଵର: ବିଭିନ୍ନ ନିଗମ ଅଧ୍ୟକ୍ଷଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର । ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତ ଅଧ୍ୟକ୍ଷଙ୍କୁ ଅବ୍ୟାହତି ଦେଲେ ରାଜ୍ୟର ନୂତନ ସରକାର । ନିଗମଗୁଡ଼ିକର ପରିଚାଳନାରେ ଗୁଣାତ୍ମକ ଉନ୍ନତି ହେଉ ନଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।…