Latest Odisha News

BREAKING NEWS

ଆସନ୍ତାକାଲି ରାଜ୍ୟ ସ୍ତରୀୟ ଯୋଗ ଦିବସ ପାଳିବ ଓଡିଶା, ଜାଣନ୍ତୁ କେଉଁ ଜିଲ୍ଲାରେ ଉପସ୍ଥିତ ରହିବେ କିଏ?……

ଭୁବନେଶ୍ବର:  ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ । ନିରୋଗ ଓ ସୁସ୍ଥ ମନ ପାଇଁ ଆବଶ୍ୟକ ଯୋଗ । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ଏଥିପାଇଁ ଜମ୍ମୁ-କାଶ୍ମୀର ଗସ୍ତରେ ମୋଦି । ଗୁରୁବାର ଶ୍ରୀନଗରରେ କିଛି ପ୍ରକଳ୍ପର ଲୋକାର୍ପଣ କରିବା ପରେ ଶୁକ୍ରବାର…

ପ୍ରି ଅଲିମ୍ପିକ କ୍ୟାମ୍ପ ପାଇଁ ୨୭ଜଣିଆ ଖେଳାଳିଙ୍କ ନାମ ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରି ଅଲିମ୍ପିକ ଶିବିର ପାଇଁ ହକି ଇଣ୍ଡିଆ ଗୁରୁବାର ୨୭ ସମ୍ଭାବ୍ୟ ଖେଳାଳିଙ୍କ ନାମ ଘୋଷଣା କରିଛି । ୨୧ ଜୁନରୁ ୮ ଜୁଲାଇ ପର୍ଯ୍ୟନ୍ତ ଏହି ଶିବିର ଆୟୋଜିତ ହେବ । ଅଲିମ୍ପିକରେ ଭାରତ ପୁଲ ବିରେ ବେଲଜିୟମ, ଆର୍ଜେଂଟିନା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ସହ ରହିଛି ।…

ଡିପଥେରିଆ ପରେ ଚିନ୍ତାବଢାଉଛି ଜଣ୍ଡିସ, ସମ୍ବଲପୁରରେ ୨୫ ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ରାଜ୍ୟରେ ବର୍ତ୍ତମାନ ଡିପଥେରିଆ ଚିନ୍ତାର ବିଷୟ ପାଲଟିଥିବାବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬ ଛୁଇଁଛି । ଏହି ସମୟରେ ସମ୍ବଲପୁର ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଜଣ୍ଡିସ । ଏଥିରେ ୨୫ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସମ୍ବଲପୁରର…

ଟି୨୦ ବିଶ୍ୱକପ ସୁପର ଏଇଟ: ଦକ୍ଷିଣ ଆଫ୍ରିକା, ଇଂଲଣ୍ଡର ଆକର୍ଷଣୀୟ ବିଜୟ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସୁପର ଏଇଟ ପର୍ଯ୍ୟାୟରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଆଂଟିଗୁଆରେ ଦକ୍ଷିଣ ଆଫ୍ରିକା ୧୮ ରନରେ ଆମେରିକାକୁ ପରାସ୍ତ କରି ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ଏହି ମ୍ୟାଚରେ ମଧ୍ୟ ଆମେରିକା…

ଉଦ୍ଘାଟିତ ହେଲା ଏମଜିଏମ କ୍ରୀଡା ବିଦ୍ୟାଳୟର କ୍ରିକେଟ୍ ଇନଡୋର ହଲ୍

କଟକ: ଉଦ୍ଘାଟିତ ହୋଇଯାଇଛି କଟକ ଗୁରୁଡିଝାଟିଆ ଏମଜିଏମ କ୍ରୀଡା ବିଦ୍ୟାଳୟର କ୍ରିକେଟ୍ ଇନଡୋର ହଲ୍ । ଭାରତୀୟ କ୍ରିକେଟ ଟିମ୍ ପୂର୍ବତନ ଇଣ୍ଟରନ୍ୟାସନାଲ କ୍ରିକେଟର ତଥା ପୂର୍ବତନ ବୋଲିଂ କୋଚଙ୍କ ଦ୍ବାରା ବୁଧବାର ଅପରାହ୍ଣରେ ଏହା ଉଦ୍ଘାଟିତ ହୋଇଯାଇଛି । ଏହା ସହିତ ଓଡ଼ିଶା କ୍ରିକେଟ୍…

ଅଭିଯୁକ୍ତଙ୍କ ଘର ଭାବି ଭୁଲ୍‌ରେ ଚଢ଼ାଉ, ରାତି ତମାମ ପୋଲିସ ଟିମ୍‌ ଅଟକ

ଚାନ୍ଦବାଲି: ରେଡ୍‌ ବେଳେ ରାତି ତମାମ ପୋଲିସ ଟିମ୍‌ ଅଟକ । ଖଦାଳପୋଖରୀ ପଞ୍ଚାୟତ ବ୍ରହ୍ମଟିକିରା ଗାଁରେ ପୋଲିସ ଟିମ୍‌ ଅଟକ । ଅଭିଯୁକ୍ତଙ୍କ ଘର ଭାବି ଭୁଲ୍‌ରେ ଚଢ଼ାଉ କରି ପୋଲିସକୁ ହଟହଟା ହେବାକୁ ପଡ଼ିଛି। ଘଟଣାରେ ବ‌ଂଶଡା ପୋଲିସ ସହ ଘଣ୍ଟେଶ୍ବର ଫାଣ୍ଡି ଅଧିକାରୀଙ୍କୁ ଅଟକ ରଖିଲେ…

ଅଲୋଡା ହେଲା ଶିଶୁପୁତ୍ର, ମେଡିକାଲ ପରିସରରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘଟିଛି ଅଭାବନୀୟ ଘଟଣା। ଟିକେଟ କାଉଣ୍ଟର ନିକଟରେ ପଡିଛି ଏକ ନବଜାତ ଶିଶୁପୁତ୍ରର ମୃତଦେହ। ଶିଶୁଟିର ମୁଣ୍ଡରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି। ନବଜାତକର ମୃତ୍ୟୁ କିଭଳି ହେଲା ଓ କିଏ ତାର ମୃତଦେହ ପକାଇ ଚାଲିଗଲା ତାହାର କୌଣସି ସୂଚନା…

ଓଡିଶା ବିଧାନସଭାର ନୂଆ ବାଚସ୍ପତି ସୁରମା ପାଢୀ

ଭୁବନେଶ୍ବର: ବାଚସ୍ପତି ଭାବେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ବାଚସ୍ପତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଛୀ ସୁରମା ପାଢୀଙ୍କ ନାଁ ପ୍ରସ୍ତାବ ଦେବା ପରେ ଏହାକୁ ସମର୍ଥନ ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ପରେ ସର୍ବସମ୍ମତି କ୍ରମେ…

ଆୟତ୍ତ ହେଲା ଆପାର୍ଟମେଣ୍ଟ ନିଆଁ, ଉଦ୍ଧାର ହେଲେ ଫସିରହିଥିବା ଅନ୍ତେବାସୀ

ଭୁବନେଶ୍ବର: ଦୀର୍ଘ ସମୟ ପରେ ଆପାର୍ଟମେଣ୍ଟ ନିଆଁଙ୍କୁ ଆୟତ୍ତ କଲା ଅଗ୍ନିଶମ ବିଭାଗ । ଜଣ ଜଣ କରି ଫସିରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ବାହାରକୁ ଆଣାଗଲା । ସୂଚନାଯୋଗ୍ୟ, ଭୁବନେଶ୍ବର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁ ଲାଗିବାର…

ଡିପଥେରିଆରେ ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ

ବ୍ରହ୍ମପୁର: ଡିପଥେରିଆରେ ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ। ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ଗାଁର ସୁବାରାଓ ମେଲେକାଙ୍କ ୧୦ବର୍ଷର ପୁଅ ଦିପୁନା ମେଲେକା ବୋଲି ଜଣାପଡିଛି। ଏନେଇ…