ଟି୨୦ ବିଶ୍ୱକପ ସୁପର ଏଇଟ: ଆଫଗାନିସ୍ତାନ ସ୍ପିନର ବନାମ ଭାରତୀୟ ବ୍ୟାଟ୍ସମ୍ୟାନ
କିଙ୍ଗଷ୍ଟନ ଓଭାଲ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ସୁପର ଏଇଟ ଅଭିଯାନ ଆରମ୍ଭ କରିବ । ଏଠାକାର ପିଚ ଅବଶ୍ୟ ଆମେରିକା ଭଳି ବ୍ୟାଟ୍ସମ୍ୟାନଙ୍କୁ ଏତେଟା ଅସୁବିଧାରେ ପକାଇବ ନାହିଁ । ଆଫଗାନିସ୍ତାନର ସ୍ପିନରଙ୍କୁ ଉଚିତ ମୁକାବିଲା କରିବା ପାଇଁ ଭାରତୀୟ…