Latest Odisha News

BREAKING NEWS

ସବୁ ସୀମା ଟପିଲାଣି ଏନଟିଏ, ଏ କିପରି ପରୀକ୍ଷାର ଚର୍ଚ୍ଚା ବୋଲି ପ୍ରଶ୍ନ କରିଛନ୍ତି ଖଡଗେ

ନୁଆଦିଲ୍ଲୀ: ଦେଶରେ ଡାକ୍ତରୀ ଓ ଫେଲୋଶିପ୍‌ ଭଳି ସମ୍ମାନଜନକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ପରିଚାଳନା ଦାୟିତ୍ୱ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ହାତକୁ ଟେକି ଦେଇଛନ୍ତି ଭାରତ ସରକାର । କିନ୍ତୁ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଅଧୀନରେ…

କେନ୍ଦୁପତ୍ର ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ, ୨ ଗିରଫ

ଅନୁଗୁଳ: ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ। ଦୁଇଜଣଙ୍କୁ ଗିରଫ କରିବା ସହ ଏକ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର କେନ୍ଦୁପତ୍ର ଜବତ କରିଛି ବନବିଭାଗ। ଏହାସହ ଅନେକ ନକଲି ନମ୍ବର ପ୍ଲେଟ ମଧ୍ଯ ଜବତ କରିଛି ବିଭାଗ। ସୂଚନା ଅନୁସାରେ, ଅନୁଗୁଳ…

ଆପାର୍ଟମେଂଟରୁ ପଡି ପୂର୍ବତନ କ୍ରିକେଟର ଡେଭିଡ ଜନଶନଙ୍କ ପରଲୋକ

ବେଙ୍ଗାଲୁର: ଭାରତର ପୂର୍ବତନ ପେସ ବୋଲର ଡେଭିଡ ଜନଶନ ୪ର୍ଥ ମହଲାରେ ଥିବା ଏକ ଆପାର୍ଟମେଂଟରୁ ପଡି ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଜନଶନ ଭାରତ ପକ୍ଷରୁ ୧୯୯୬ରେ ୨ଟି ଟେଷ୍ଟ ମ୍ୟାଚ ଖେଳି ୩ଟି ୱିକେଟ ନେଇଥିଲେ । ସେ ଆତ୍ମହତ୍ୟା କରିଛନ୍ତି କିମ୍ବା…

ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣା: ‘ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି’

ନୂଆଦିଲ୍ଲୀ: ଡାକ୍ତରୀ ପରୀକ୍ଷା ନିଟ୍ ସମ୍ପର୍କରେ ବର୍ତ୍ତମାନ ସମଗ୍ର ଦେଶରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଛି । ପ୍ରଶ୍ନ ପତ୍ର ଲିକ୍ ଖବର ପ୍ରଚାର ପରେ ଅନେକ ରାଜନୈତିକ ଦଳ ଏବଂ ଛାତ୍ର ସଂଗଠନ ଏହାକୁ ବିରୋଧ କରୁଛନ୍ତି । ଅନ୍ୟପକ୍ଷରେ ଏନଟିଏ ନିକଟରେ ଅନୁଷ୍ଠିତ ୟୁଜିସି ନେଟ୍ ପରୀକ୍ଷା କୁ…

ଆଗକୁ ବଢୁଛି ମୌସୁମୀ, ୨୩ରୁ ରାଜ୍ୟରେ ମୌସୁମୀ ବର୍ଷା

ଭୁବନେଶ୍ବର: କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି, ରାୟଗଡା, ଗଜପତିକୁ ମୌସୁମୀ ବାୟୁ…

ବାଚସ୍ପତି ଭାବେ ନିରପେକ୍ଷ ରହିବେ ତ ସୁରମା ପାଢୀ !

ଭୁବନେଶ୍ବର: ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ସୁରମା ପାଢୀ । ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଭରିଥିଲେ ସୁରମା । କେହି ପ୍ରତିଦ୍ବନ୍ଦ୍ବୀ ନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି  । ସୁରମାଙ୍କୁ ବାଚସ୍ପତି କରିବାକୁ ଗୃହରେ…

କାହିଁକି ଗୋଟିଏ ବି ଲୋକସଭା ସିଟ୍ ଜିତିପାରିଲାନି ବିଜେଡି ?

ଭୁବନେଶ୍ବର: ରାଜ୍ୟରେ ଲୋକସଭା ନିର୍ବାଚନରେ ଗୋଟିଏ ବି ସିଟ୍ ଜିତିପାରିଲାନି ବିଜେଡି । ପଶ୍ଚିମ, ଦକ୍ଷିଣ ବିଜେପି ହାତେଇଲା ତ ବିଜେଡିର ଉପକୂଳ ଗଡ଼ ବି ଭାଙ୍ଗିଲା। ସିୟୋର ସଟ୍ ଆସନରେ ବି କେମିତି ମାତ୍ ଦେଇଦେଲା ବିଜେପି? ଗତଥର ଅପେକ୍ଷା ଏଥର ବିଜେପି ଲୋକସଭା ସିଟରେ ଭଲ ପ୍ରଦର୍ଶନ କରିବ…

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍‌, କୋର୍ଟରେ ହାଜର ହେଲେ ଅଭିନେତା

କଟକ: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲା । ଆଜି କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ମହାନ୍ତି ହାଜର ପରେ ଚାର୍ଜଫ୍ରେମ କରାଯାଇଛି । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି । ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ପୂର୍ବରୁ ମାମଲା ରୁଜୁ…

ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେଲେ ୩ ମାଓବାଦୀ

ମାଲକାନଗିରି: ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୩ ମାଓବାଦୀ। ମାଲକାନଗିରି ଏସପିଙ୍କ ପାଖରେ ଆତ୍ମସମର୍ପଣ କଲେ ୩ ମାଓବାଦୀ । ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଛତିଶଗଡ଼ ଦକ୍ଷିଣ ବସ୍ତର ମାଓ ସଂଗଠନର ମିଲିସିଆ ମେମ୍ବର ହୋଇଥିବା ହୋଇଥିବା ସୂଚନା ମିଳିଛି। ଦୀର୍ଘ ୪ ବର୍ଷ ହେଲା ସେମାନେ ମାଓ…

‘ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚିବ, ଖାଲି ପଡିଥିବା ପଦବୀ ପୂରଣ ହେବ’

ଭୁବନେଶ୍ବର: ରାଜ୍ୟରେ ଆକ୍ଟିଭ ମୋଡରେ ନୂଆ ସରକାର । ଆଜି ରାଜ୍ୟ ଅତିଥିଭବନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ, ନିର୍ଦ୍ଦେଶକ ଓ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭାଗରେ ଖାଲି ଥିବା ପଦବୀ ପୂରଣ ସମେତ ସାମ୍ବାଦିକଙ୍କ କଲ୍ୟାଣ…