ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଜଣ ଓଏସ୍ଏସ୍ ଅଫିସରଙ୍କ ପ୍ରତ୍ୟାହାର ସ୍ଥଗିତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଓଏସ୍ଏସ୍ କ୍ୟାଡର୍ ଅଧିକାରୀଙ୍କ ଚାକିରି ପ୍ରତ୍ୟାହାର ଓ ନିଜ ନିଜ ବିଭାଗରେ ସେମାନଙ୍କ ନିଯୁକ୍ତି ସଂକ୍ରାନ୍ତ ପୂର୍ବ ଆଦେଶକୁ ସ୍ଥଗିତ ରଖିଛି ଗୃହ ବିଭାଗ।
ଜୁନ୍ ୧୭ ତାରିଖରେ ଗୃହ ବିଭାଗ ତା'ର ପୂର୍ବ ନିର୍ଦ୍ଦେଶରେ କହିଥିଲା ଯେ…