ଇସ୍ତଫା ଦେଲେ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ
ଝାଡ଼ଖଣ୍ଡ : ଇସ୍ତଫା ଦେଲେ କଂଗ୍ରେସ ନେତା ତଥା ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ । ସେ ରାଜଭବନକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଗତ ୨ ଦିନ ତଳେ ଅର୍ଥ ହେରଫେର ମାମଲାରେ ଆଲାମଙ୍କୁ ଗିରଫ କରିଥିଲା ଇଡି।
ସୂଚନା ଅନୁସାରେ, ଗତ ମେ ୬ ତାରିଖରେ ଇଡି ଆଲାମଗିର…