Latest Odisha News

BREAKING NEWS

ବାଜିବ ଶଙ୍ଖ ନା ଫୁଟିବ ପଦ୍ମ !

ଭୁବନେଶ୍ବର: ୨୫ବର୍ଷ ହେଲା ବିଜେଡି ଦଖଲରେ ରହିଥିବା ଆସିକା ଲୋକସଭାରେ ଏଥର ଆରପାରର ଲଢେଇ। ବିଜେଡି ଯୁବ ଚେହେରା  ରଞ୍ଜିତା ସାହୁଙ୍କୁ ମଇଦାନକୁ ଓହ୍ଲାଇଛି ତ ଅନିତା ଶୁଭଦର୍ଶିନୀଙ୍କୁ ରିପିଟ୍ କରିଛି ବିଜେପି । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦେବକାନ୍ତ ଶର୍ମା । ତେବେ ବିଜେଡି ଓ ବିଜେପି…

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି, ଭୀମ ଭୋଇଙ୍କୁ କେବଳ କବି କହି ସମ୍ବୋଧନ କଲେ ପାଣ୍ଡିଆନ

ସମ୍ବଲପୁର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ଜୋରସୋରରେ ଲାଗିପଡିଛନ୍ତି ସମସ୍ତ ଦଳ । ଏହା ମଧ୍ୟରେ ଆଜି ସମ୍ବଲପୁରରେ ଜନସଭାକୁ ସମ୍ବୋଧିତ କରିବା ବେଳେ ଏମିତି କିଛି ଭୁଲ ଭଟକା କଥା କହିଦେଲେ ବରିଷ୍ଠ ନେତା ଭିକେ ପାଣ୍ଡିଆନ ଯାହାକୁ…

ସମୀପ ଦୃଷ୍ଟିଦୋଷ ‘ମାୟୋପିଆ’ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ବୟସ ଅନୁସାରେ ଆମର ଶରୀରରେ ଅନେକ ପରିବର୍ତ୍ତନ ହେଉଥାଏ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହ ରୋଗ ସହିତ ମଣିଷର ବୟସର ଆଉ ବିଶେଷ ସମ୍ବନ୍ଧ ରହୁନାହିଁ। ଯେପରିକି ଆଜିର ଦିନରେ ଦୃଷ୍ଟିଶକ୍ତି ହ୍ରାସ ପାଇବା ଏକ ସାଧାରଣ କଥା ହୋଇଗଲାଣି ।ସେହି…

ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ରଙ୍କ ସହ ଆଉ ଦୁଇ ନେତା

ଭୁବନେଶ୍ବର: ବିଜେପିରୁ ବହିଷ୍କୃତ ହେଲେ ତିନି ବରିଷ୍ଠ ନେତା । ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କୃତ କରାଯାଇଥିବା ସୂଚନା ରହିଛି । ବିଜେପି ଟିକେଟ୍ ନଦେବାରୁ ମାହାଙ୍ଗାରୁ ଶାରଦା…

‘ପୁଣି କ୍ଷମତାକୁ ଆସିଲେ ବିଜୁଳି ବିଲ୍ ଛାଡ କରିବି’

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଠାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଏହି ସମୟରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ । ଏହା ସହିତ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ…

ଟ୍ରାଇବାଲ ୟୁଥ୍ ମାଇକ୍ରୋ ଏଣ୍ଟରପ୍ରେନରସିପ୍ : କ୍ଷୁଦ୍ର ବ୍ୟବସାୟିକ ଚିନ୍ତାଧାରାକୁ ପ୍ରଷ୍ଫୁଟିତ କରିବାର ଏକ ସଫଳ…

ଭୁବନେଶ୍ବର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧୀନରେ ଟ୍ରାଇବାଲ ୟୁଥ୍ ମାଇକ୍ରୋ ଏଣ୍ଟରପ୍ରେନରସିପ୍ ବା ଟିୱାଇଏମଇ ଆଦିବାସୀ ଯୁବକ ମାନଙ୍କୁ କ୍ଷୁଦ୍ର ଉଦ୍ୟୋଗ, ପାରମ୍ପରିକ ଜୀବିକା ଯାପନ…

କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତି, କମିଲା ୪୧ଟି ଜରୁରୀ ଔଷଧର ଦର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି। କମିଲା ୪୧ ଟି ଜରୁରୀ ଔଷଧର ଦର। ମଧୁମେହ, ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ, ସଂକ୍ରମଣ ଏବଂ ଆଲର୍ଜି ପାଇଁ ବ୍ୟବହାର କରାଯାଉଥିବା କିଛି ଔଷଧର ମୂଲ୍ୟକୁ କମାଇ ନୂତନ ମୂଲ୍ୟ ସ୍ଥିର କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ଫାର୍ମାସ୍ୟୁଟିକାଲ…

୧୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ ରୋଡ ଶୋ’

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୧୯ ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ସେହିଦିନ ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବେ ମୋଦି । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ୧୯…

ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକଙ୍କ ସହ ବହୁ ସମର୍ଥକ ବିଜେପିରେ ଯୋଗଦେଲେ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ସାହୁ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକଭାବେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ…

ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ, ଆସନ୍ତା ୨୦ ଓ ୨୧ ତାରିଖରେ ହିଟ୍ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି। ଗତ ଦୁଇଦିନ ଅପେକ୍ଷା ଆଜି ତାପାମାତ୍ରା ବୃଦ୍ଧି ପାଇଛି। ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ରାଜ୍ୟରେ ଗରମ ବୃଦ୍ଧି ପାଇବ। ରାଜ୍ଯକୁ ପୁଣି ଫେରିଲା ଗ୍ରୀଷ୍ମପ୍ରବାହ । ଆଗାମୀ ୨ ରୁ ୩ ଦିନ ରାଜ୍ୟରେ…