ଘସିପୁରାରେ ବିଜେଡି ନେତାଙ୍କ ଗାଡିରୁ ଜବତ ହେଲା ୫ ଲକ୍ଷରୁ ଅଧିକ ଟଙ୍କା
ଘସିପୁରା: ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି। ଏହାପୂର୍ବରୁ ଅନ୍ଧାରିବିଜେ ନୁହଁ ବରଂ ଦିନ ଦ୍ବିପ୍ରହରରେ ଶୁକ୍ରବାର କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭାରୁ ଜବତ ହୋଇଛି ୫ ଲକ୍ଷ ଟଙ୍କା। ଆଉ ଏହି ଟଙ୍କା ଯିଏ ନେଇ ଯାଉଥିଲେ ସେ ବିଜେଡି ବିଧାୟକ ପ୍ରାର୍ଥୀ…