ପନ୍ତ ଗୋଟିଏ ମ୍ୟାଚରୁ ବାସନ୍ଦ, ଆରସିବି ବିପକ୍ଷରେ ଖେଳିବେନି
ନୂଆଦିଲ୍ଲୀ: ଆଇପିଏଲ ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି । ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ଖେଳିବେନି । ଧୀମା ବୋଲିଂ ହାର ଯୋଗୁ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସ ମେ ୭ରେ…